News portal website
before header
[URIS id=5393]

ଆସାମର ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ବିୟୋଗ!

0 255

ଆସାମ

ତା-୨୩-୧୧-୨୦୨୦

ଆସାମର ତିନି ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସାଂସଦ ତରୁଣ ଗୋଗେଇଙ୍କର ୮୬ ବର୍ଷ ବୟସରେ ଆଜି ସନ୍ଧ୍ୟାରେ ଗୌହାଟିର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି !

ଅଗଷ୍ଟ ମାସ ଶେଷ ସପ୍ତାହରେ ସେ କରୋନା ଆକ୍ରାନ୍ତ ହୋଇଥିବା ବେଳେ କୋଭିଡ଼ ସଂକ୍ରମଣ ଯୋଗୁଁ ଅସୁସ୍ଥ ରହି ଦୀର୍ଘଦିନ ଧରି ତାଙ୍କର ଚିକିତ୍ସା ଚାଲି ଆସୁଥିଲା ! ସ୍ଵର୍ଗତ ଗୋଗେଇଙ୍କ ପ୍ରତି ରାଷ୍ଟ୍ରପତି, ନେତା, ରାଜନେତାଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

www.austinnews.in

Leave A Reply

Your email address will not be published.