News portal website
before header
[URIS id=5393]

ବୋଇତ ବନ୍ଦାଣ ଉପରେ ଲାଗିଲା ରୋକ

0 145

ଭୁବନେଶ୍ବର:

ତା ୨୪-୧୧-୨୦୨୦

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା, ବୋଇତ ବନ୍ଦାଣ ଉପରେ ଲାଗିଲା ରୋକ। କୋଭିଡ 19 ପାଇଁ କଟକଣା ଜାରି କଲେ ସରକାର। ନଦୀ, ସମୁଦ୍ର ଓ ପୋଖରୀ ଭଳି ଜଳାଶୟରେ ଗହଳି କରିବା ଉପରେ କଟକଣା ଲାଗୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ପୋଖରୀରେ ଗହଳି କରି ଗାଧୋଇବା, ଡଙ୍ଗା ଭସା ମନା, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ମଧ୍ୟ ବନ୍ଦ କରାଗଲା। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.