News portal website
before header
[URIS id=5393]

ଦାୟିତ୍ବ ନେଲେ ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ କୁଳପତି

0 145

ଭୁବନେଶ୍ବର: 

ତା୨୫-୧୧-୨୦୨୦

ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ। ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ପ୍ରଫେସର୍‌ ଭାବେ ସେ ଏହି ପଦର ଗୁରୁ ଦାୟିତ୍ଵ ତୁଲାଇବେ।  ଗୁଣାତ୍ମକ ଶିକ୍ଷା ସହ ଗବେଷଣା, ରାଜନୀତି, ଗଣ୍ଡଗୋଳ, ଭଳି ସମସ୍ୟା ପାଇଁ ସର୍ବଦା ଚର୍ଚ୍ଚାରେ ରହିଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଛବିକୁ ପରିବର୍ତ୍ତନ କରିବା ସହ ଏହାର ମାନ୍ୟତା ବୃଦ୍ଧି କରିବା ଭଳି ଚ୍ୟାାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। କ୍ୟାମ୍ପସରୁ ଅଣଛାତ୍ର ତଡ଼ିବା ହେଉ ଅଥବା ଡିଜିଟାଇଜ୍‌ କରିବା। ପୂର୍ବତନ କୁଳପତିମାନଙ୍କ ଅଧାଗଢ଼ା କାର୍ଯ୍ୟ ପୁରା କରିବା ତାଙ୍କ ପାଇଁ ଆଉ ଏକ ଆହ୍ବାନ ହେବ । ପୂର୍ବତନ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କଠାରୁ ଆଜି ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ଆଚାର୍ଯ୍ୟଙ୍କ ଆଗରେ କେଉଁ ସବୁ ଚାଲେଞ୍ଜ ରହିବ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.