News portal website
before header

ମୁଖ୍ଯ ଶାସନ ସଚିବଙ୍କ ଅବସର ଆଜି।

ଭୁବନେଶ୍ବର ତା-୩୧-୧୨-୨୦୨୦ ଆଜି ସରୁଛି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ । ଅବସର ପରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଏହାସହ ତାଙ୍କୁ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିବାଣିଜ୍ୟ ଓ ଶିଳ୍ପ…

ପରୀ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା-ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ବର: ତା-୩୧-୧୨-୨୦୨୦ ପରୀ ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି। ପରୀକୁ ନ୍ୟାୟ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା-ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ଭେଟିବାକୁ ଲୋକସେବା ଭବନକୁ ପ୍ରବେଶ ବେଳେ ପୁଲିସ ସହ ଧସ୍ତାଧସ୍ତି…

ଆଜିଠୁ ଡବଲ ହେଲମେଟ ବାଧ୍ୟତାମୂଳକ

ଭୁବନେଶ୍ବର: ତା-୩୧-୧୨-୨୦୨୦ ଗାଡି ଚାଳକ ସାବଧାନ।  ଆଜିଠାରୁ ପୁଣି ଥରେ କଡାକଡି ହେବାକୁ ଯାଉଛି ଟ୍ରାଫିକ୍ ନିୟମ। ଡବଲ ହେଲମେଟ ବାଧ୍ୟତାମୂଳକ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବାଇକ୍‌ ଚାଳକ ସମେତ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧିବା…

ଫିକା ପଡିବ ନୂଆବର୍ଷ : ଟୁଇନ ସିଟରେ ୧୪୪ ଧାରା

ଭୁବନେଶ୍ବର: ତା-୩୧-୧୨-୨୦୨୦ ଏଥର ଫିକା ପଡିବ ନୂଆବର୍ଷ। ଟୁଇନସିଟି ବାସିନ୍ଦା ଏଥର ଜିରୋ ନାଇଟ ସେଲିବ୍ରେସନ କରିପାରିବେ ନାହିଁ। ଏହା ବ୍ୟତୀତ ଭୋଜି ଆୟୋଜନ ଉପରେ ମଧ୍ୟ ଲାଗିଛି ରୋକ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ ନିୟନ୍ତ୍ରଣ ପାଇଁ ଟ୍ୱିନସିଟିରେ ୧୪୪ ଧାରା…

ନୂଆବର୍ଷ ପାଇଁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ବର: ତା-୩୧-୧୨-୨୦୨୦ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ନାଇଟ କର୍ଫ୍ୟୁ। ରାଜ୍ୟରେ ଗୋଟିଏ ଦିନ ପାଇଁ ଅର୍ଥାତ ଆଜି ରାତି ୧୦ ଟାରୁ ଆସନ୍ତା କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ। ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ…

ଭାରତରେ ନଭେମ୍ବରରୁ ଏଣ୍ଟ୍ରି କରିଛି କରୋନାର ନୂଆ ଷ୍ଟ୍ରେନ୍ !

ନୂଆଦିଲ୍ଲୀ: ତା-୩୧-୧୨-୨୦୨୦ ବ୍ରିଟେନରେ କରୋନାର ନୂତନ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ସାରା ବିଶ୍ୱରେ ମହାମାରୀକୁ ନେଇ ଚିନ୍ତା ବଢିଚାଲିଛି, ଯାହାକୁ 70 ଗୁଣ ଅଧିକ ସଂକ୍ରାମକ ବୋଲି ବର୍ଣ୍ଣନା କରାଯାଉଛି। ଭାରତରେ ମଧ୍ୟ କୋଭିଡ -19 ର ଏହି ନୂତନ ଷ୍ଟ୍ରେନର 20 ଟି…

ଜାନୁୟାରୀ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ତା-୩୦-୧୨-୨୦୨୦ ନୂଆବର୍ଷ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଜାନୁଆରୀ ମାସର ଗାଇଡଲାଇନ୍‌ ଅନୁଯାୟୀ >ରାଜ୍ୟରେ ହ୍‌ଲର ମୋଟ୍ ଦର୍ଶକ ସଂଖ୍ୟାର ୫୦ ପ୍ରତିଶତକୁ ନେଇ ହ୍‌ଲ ଖୋଲିବ >ଥିଏଟର, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ପାଇଁ…

ନୂଆବର୍ଷରେ ୩୫ ଆଇଏଏସଙ୍କୁ ମିଳିଲା ପଦନ୍ନୋତି

ଭୁବନେଶ୍ୱର: ତା-୩୦-୧୨-୨୦୨୦ ନୂଆବର୍ଷରେ IASଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଆପେକ୍ସ ସ୍କେଲ, ପ୍ରିନ୍ସିପାଲ ସେକ୍ରେଟେରୀ, ସୁପର ଟାଇମ୍ ସ୍କେଲ୍ , ସିଲେକ୍ସନ ଗ୍ରେଡ୍ , ଜୁନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡ୍ ଓ ସିନିୟର ଟାଇମ୍ ସ୍କେଲ ପାହ୍ୟାରେ ଥିବା…

ବଢିଲା ବର୍ଷା-ଅନୁଭବ ବିବାଦ : ମହିଳା କମିଶନଙ୍କ ଦ୍ଵାରସ୍ଥ ହେଲେ ବର୍ଷା

ଭୁବନେଶ୍ବର: ତା-୧୫-୧୨-୨୦୨୦ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ଦିନକୁ ଦିନ ତୀବ୍ର ରୂପ ନେଉଛି। ଗତକାଲି ଅନୁଭବ କହିଥିଲେ, ଯାହାର ମୋ ସହିତ ଲଢିବାର ଅଛି ସେମାନେ ମୋ ସହ ଲଢେଇ କରନ୍ତୁ ମୋ ଫ୍ୟାନ ମାନଙ୍କ ସହିତ ନୁହେଁ। ଗତ…

ଜାନୁଆରୀ ୬ ରୁ ସମସ୍ତଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ତା-୧୫-୧୨-୨୦୨୦ କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିଲା ଧର୍ମାନୁଷ୍ଠାନ। ତେବେ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ। ଡିସେମ୍ବର ମାସ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି…