ଭୁବନେଶ୍ୱର:

ତା-୩୦-୧୨-୨୦୨୦
ନୂଆବର୍ଷ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଜାନୁଆରୀ ମାସର ଗାଇଡଲାଇନ୍ ଅନୁଯାୟୀ
>ରାଜ୍ୟରେ ହ୍ଲର ମୋଟ୍ ଦର୍ଶକ ସଂଖ୍ୟାର ୫୦ ପ୍ରତିଶତକୁ ନେଇ ହ୍ଲ ଖୋଲିବ
>ଥିଏଟର, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ପାଇଁ ମଧ୍ୟ ଅନୁମତି
> ଜାନୁୟାରୀ ୩୧ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ
>ବିବାହ କାର୍ଯ୍ୟରେ ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ପାଇଁ ଅନୁମତି ।
>ଦାହ ସଂସ୍କାର, ଶୁଦ୍ଧି କର୍ମ ପାଇଁ ସର୍ବାଧିକ ଶହେ ଲୋକଙ୍କୁ ଅନୁମତି।
>ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାମାଜିକ, ଧାର୍ମିକ ଓ କ୍ରୀଡା ସମାବେଶ କରାଯାଇପାରିବ।
>ଜାନୁଆରି ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ରେ ଲକ୍ଡାଉନ ରହିବ
> ଜାନୁୟାରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ
>ସ୍କୁଲ, କଲେଜ ଖୋଲିବାକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
