News portal website
before header
[URIS id=5393]

ଆଜିଠୁ ଡବଲ ହେଲମେଟ ବାଧ୍ୟତାମୂଳକ

0 185

Notice

ଭୁବନେଶ୍ବର: 

ତା-୩୧-୧୨-୨୦୨୦

ଗାଡି ଚାଳକ ସାବଧାନ।  ଆଜିଠାରୁ ପୁଣି ଥରେ କଡାକଡି ହେବାକୁ ଯାଉଛି ଟ୍ରାଫିକ୍ ନିୟମ। ଡବଲ ହେଲମେଟ ବାଧ୍ୟତାମୂଳକ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବାଇକ୍‌ ଚାଳକ ସମେତ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଯଦି ହେଲମେଟ୍‌ ନପିନ୍ଧିଥିବେ ତେବେ ଯାଞ୍ଚ ହେବ ଗାଡ଼ି କାଗଜପତ୍ର । ରାଜ୍ୟରେ ଦୁର୍ଘଟଣା କମାଇବାକୁ ତାଗିଦ କରିଛନ୍ତି ରୋଡ ସେଫ୍ଟି କମିଟିର ଚେୟାରମ୍ୟାନ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। 

www.austinnews.in

https:facebookaustinnews https:youtubeaustinnews

twitter@austinnewsmedia

Leave A Reply

Your email address will not be published.