News portal website
before header
[URIS id=5393]

ହାତଗଣ୍ଠି ପୂର୍ବରୁ ହାତକଡି

0 216

ଭୁବନେଶ୍ୱର :

ତା-୨୮-୧୧-୨୦୨୦

ବିବାହ ହାତଗଣ୍ଠି ପୂର୍ବରୁ ପଡିଲା ହାତକଡି। କୋଟିପତି ଆଇଏଫଏସ୍ ଅଫିସର ଅଭୟକାନ୍ତଙ୍କ ପୁଅ ଆକାଶର ଆଉ ମାତ୍ର ୧୫ ଦିନ ପରେ ବିବାହ ହାତଗଣ୍ଠି ପଡିବାକୁ ଯାଉଥିଲା । ବିଜେଡି  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହିତ ଡିସେମ୍ବର ୧୧ ତାରିଖରେ ଆକାଶର ବିବାହ ହୋଇଥା’ନ୍ତା। ଏଥିପାଇଁ ପ୍ରସ୍ତୁତି ସରିଥିଲା, ରାଜସ୍ଥାନ ଉଦୟପୁରରେ ତାଲ୍ ଲେକ୍‌ ପ୍ୟାଲେସ୍‌ ବୁକିଂ ମଧ୍ୟ ହୋଇସାରିଥିଲା। ଏହି ବିବାହର ବଜେଟ୍ ରହିଥିଲା ୫କୋଟି।ବିମାନରେ ଯାଇଥା’ନ୍ତେ ବରଯାତ୍ରୀ। ବିବାହ ପୂର୍ବରୁ ରାଜଧାନୀରେ ଆରମ୍ଭ ହୋଇଯାଇଥିଲା ଭିଜିଲାନ୍ସ ଉତ୍ସବ । କିନ୍ତୁ ତା’ ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା। ହାତଗଣ୍ଠି ପୂର୍ବରୁ ହାତକଡ଼ି ପଡିଗଲା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.