Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
କ୍ୟାବିନେଟ ନିଷ୍ପତ୍ତି ରାୟଗଡ଼ା ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ
ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ‘JJM- ଜଳ ଜୀବନ ମିଶନ’, ରାୟଗଡ଼ା ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହା ଦ୍ଵାରା ୨ଟି ବ୍ଲକର ୧୫ଟି ଗ୍ରାମପଞ୍ଚାୟତର ୩୫, ୪୦୦ ଲୋକ ପାନୀୟ ଜଳ ସୁବିଧା ପାଇବେ। ପାନୀୟ ପ୍ରକଳ୍ପକୁ କ୍ୟାବିନେଟରେ!-->…
ଗଞ୍ଜାମ ଋଷିକୂଲ୍ୟା ନଦୀରେ ନିକଟରେ ହେବ ଆନିକଟ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଋଷିକୂଲ୍ୟା ନଦୀରେ ନିକଟରେ ହେବ ଆନିକଟ, ବରଦା ଗାଁ ପାଖରେ ୩୬ ମାସରେ ମଧ୍ୟରେ ଶେଷ ହେବ ଆନିକଟ କାମ। ସେହିପରି ବ୍ରହ୍ମପୁର ସହର ଓ ୧୬ଟି ଗାଁକୁ!-->…
କାଶୀପୁରରେ ଦେଖାଦେଲା ‘ଭିବ୍ରିଓ କଲେରା’
ରାୟଗଡ଼ ଜିଲ୍ଲାର କାଶୀପୁର ଅଞ୍ଚଳରେ ଓହଇଜା ବ୍ୟାପିଥିବା ଜଣାପଡିଛି। ତେବେ ଏହା ‘ଭିବ୍ରିଓ କଲେରା’ ବୋଲି RMRC ରିପୋର୍ଟ ଦେଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଶେଷଥର ପାଇଁ ୨୦୧୭ ମସିହାରେ ଏହି ରୋଗ ଚିହ୍ନଟ ହୋଇଥିବା ବେଳେ ୫ ବର୍ଷ ପରେ ଏବେ!-->…
ବ୍ରହ୍ମପୁର ସହରରେ ବାଧ୍ୟତାମୂଳକ ହେଲା ମାସ୍କ
ବ୍ରହ୍ମପୁର ସହରରେ ବାଧ୍ୟତାମୂଳକ ହେଲା ମାସ୍କ। ଜନଗହଳିପୂର୍ଣ୍ଣ ଅଞ୍ଚଳ, ପାର୍କ, ମନ୍ଦିର, ଓପନ ଜିମ୍ ସହ ବଜାରରେ ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ।ରାଜ୍ୟରେ ଏବେ ଦୈନିକ ହଜାରେ ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ କଡ଼ା ନିୟମ ଲାଗୁ!-->…
୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନନରୁ ୫୫୩, ଲୋକାଲ କେସ୍ ୩୯୨ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ!-->…
ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ
ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ । ୫୮ ବର୍ଷ ବୟସରେ ଆଜି ପ୍ରାଣ ହରାଇଲେ ଡା. ଅଜୟ ପରିଡ଼ା । ମିଳିଥିବା ସୂଚନା ମୁତାବକ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର କାରଣ ହୃଦଘାତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।!-->…
ଆଜି ଓଡ଼ିଶା ବନ୍ଦ
ଆଜି ଓଡ଼ିଶା ବନ୍ଦ। ଆଜି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ। ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ପାଇଁ ଆହ୍ବାନ ଦିଆଯାଇଛି। ଏପଟେ ବନ୍ଦକୁ!-->…
ନାବାଳିକାକୁ ଦୁଷ୍କର୍ମ, ୫ ଅଟକ
କାଳିଆପାଣି ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ୫ ଅଟକ । ତେବେ ଦୁର୍ବୁତ୍ତ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁ ପଡ଼ିଲେ ଜଣେ ନାବାଳିକା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଘଟଣା ହେଉଛି ଯାଜପୁର ଜିଲ୍ଲାର। ସୂଚନା ମୁତାବକ , ରବିବାର ଆନନ୍ଦପୁର ଅଞ୍ଚଳର ଜଣେ!-->…
“କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଁ ପ୍ରସ୍ତୁତ ” – ବିଧାୟକ ବିଜୟ ଶଙ୍କର ଦାସ
ଗତ କିଛିଦିନ ଧରି ବିବାଦ ଘେରରେ ଥିବା ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଏବେ ମୁହଁ ଖୋଲିଛନ୍ତି। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଗୁଡିକୁ ସେ ଭିତ୍ତିହୀନ ବୋଲି କହିଛନ୍ତି। ଏତଦ୍ ବ୍ୟତୀତ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କନାଁରେ!-->…
ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଦେଲେନି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଆଜି ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଚଳିତ ବର୍ଷ ଓଡ଼ିଶା ବିଧାନସଭାରେ ଭୋଟ୍ ଦେଲେ ୧୪୫ ବିଧାୟକ। ତେବେ ଅସୁସ୍ଥତା କାରଣରୁ ଦିଲ୍ଲୀରେ ଭୋଟ୍ ଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କିନ୍ତୁ କେବଳ ଭୋଟ୍ ଦେବାକୁ ଆସିଲେନି ବିଧାୟକ ପ୍ରଶାନ୍ତ!-->…
