News portal website
before header

ଫିଲ୍ମ, ସିରିଏଲ ସୁଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏସଆରସି

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୫-୨୦୨୧ କରୋନାର ଦ୍ରୁତ ସଂକ୍ରମଣ ହେତୁ ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ ରଖିବାକୁ ସେ କହିଛନ୍ତି । ଯେ…

ଭୁବନେଶ୍ୱରର ବଡ ହୋଟେଲରେ ରହିବେ କରୋନା ରୋଗୀ,ମିଳିବ ଉତ୍ତମ ଚିକିତ୍ସା

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୫-୨୦୨୧ ଦିଲ୍ଲୀ ଓ ମୁମ୍ବାଇରେ ଭଳି ଏବେ ରାଜଧାନୀରେ କରୋନା ରୋଗୀ ବଡ ବଡ଼ ହୋଟେଲରେ ରହିବେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି କମିଶନର ସଂଜୟ ସିଂହ ଏନେଇ ହୋଟେଲ ମାଲିକମାନଙ୍କ ସହ ଆଲୋଚନା…

ବିଏମିସିର ବଡ଼ ପଦକ୍ଷେପ । ୧୯୨୯ ନମ୍ବର କୁ ଫୋନ କଲେ ପାଖରେ ପାଇବେ କରୋନା ଟେଷ୍ଟିଂ ଆଉ ଟୀକା ।

ବିଏମସି କମିଶନର ବଡ ଘୋଷଣା ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ । ଏନେଇ ବିଏମସି କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ଟେଷ୍ଟିଂ ଭଳି ଟୀକାକରଣ ପାଇଁ ମଧ୍ୟ…

ରାଜ୍ୟର ଅପହଞ୍ଚ ଇଲାକାରେ ପହଞ୍ଚିପାରିବ କି ଟୀକା?

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୫-୨୦୨୧ ଏବେ କରୋନାର ରୂପ ଏତେ ଭୟଙ୍କର ହେବାରେ ଲାଗିଛି ଯେ ଆଉ କରୋନା କବଳରୁ ପ୍ରତିଟି ଜୀବନ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ପୁରା ବିଶ୍ୱରେ ସବୁଠାରୁ ବଡ ଭ୍ୟାକ୍ସିନେସନ୍ ଡ୍ରାଇଭ୍ ଭାରତରେ ଜାରି…

ସୁପ୍ରିମକୋର୍ଟର ୧୦ ଜଣ ବିଚାରପତି କରୋନା ଆକ୍ରାନ୍ତ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୫-୨୦୨୧ କରୋନା ସଂକ୍ରମଣ ମଧ୍ୟରେ ବି ଦେଶର ନ୍ୟାୟପାଳିକା କାର୍ଯ୍ୟ ଜାରି ରହିଛି । ସେପଟେ ସ୍ଥିତି ଚିନ୍ତାଜନକ ରହିଥିବା ଦେଶର ପ୍ରଧାନ ବିଚାରପତି ଏନ ଭି ରମନ୍ନା ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଗତ ବର୍ଷ ଏପ୍ରିଲ ଠାରୁ ଏଯାଏଁ…

ରାଜ୍ୟରେ ବଢ଼ିଛିଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୧,୮୦୫ ପଜିଟିଭ୍‌ ଚିହ୍ନଟ ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬ ହଜାର ୬୧୧ ଓ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪ ଚିହ୍ନଟ ହୋଇଥିବା ସୂଚନା ଦେଇଛି…

କରୋନା କଣ୍ଟାରେ ବାତିଲ ହେବ ସିବିଏସଇ ଦ୍ବାଦଶ ପରୀକ୍ଷା।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୫-୨୦୨୧ ବାତିଲ ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ! କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ହେବାକୁ ଆସିବା ପରିବର୍ତ୍ତେ ଅଧିକ ବେକାବୁ ହେବାକୁ ଲାଗିଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚିନ୍ତାରେ…

୧୬ ରୁ ୧୯ ବାତ୍ଯା;IMD

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୫-୨୦୨୧ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ମାଡିଆସୁଛି ବାତ୍ୟା ‘ତଉକତେ’ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଏନେଇ ସତର୍କ କରାଇଦେଇଛି । ଆରବ ସାଗର ଉପରେ ମେ ୧୭ ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ତଉକତେ’ । ପରେ ୧୮ ମେ…

ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା ।

ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର ତା-୧୪-୦୫-୨୦୨୧ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ଚାଷୀ ଖାତାକୁ ଗଲା କାଳିଆ କିସ୍ତି । ମୋଟ ୪୨ ଲକ୍ଷ ଲୋକଙ୍କ ଖାତାକୁ ୯୦ କୋଟି ଟଙ୍କା ଯାଇଥିବାର ସୂଚନା ଦିଆ ଯାଇଛି । ଏହାସହିତ ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ…