News portal website
before header

ଚବିଶ ଘଣ୍ଟାରେ ୫୮୯୬ କରୋନା ପଜେଟିଭ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ କରୋନା ପଜିଟିଭ୍…

ପ୍ରଶାସିକା ଓ ରାଜନେତାଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଭାଇରାଲ!

ଏଭଳି ଫଟୋଚିତ୍ର, ବିଶେଷତଃ "ସରକାରୀ ଅଧିକାରୀ ଓ ରାଜନେତାଙ୍କ ମଧୁଚନ୍ଦ୍ରିକା" ର ଅଭିଯୋଗ ଯାହା ବିଭିନ୍ନ ସମୟରେ ଆସିଥାଏ,ତାହା ତଥ୍ଯ ଓ ସତ୍ଯ ଦ୍ବାରା ପ୍ରମାଣିତ ହୋଇଛି।ଏ ସବୁ ଜିନିଷକୁ ଲକ୍ଷ୍ଯ କରାଗଲେ ବ୍ୟାପକ ସଂସ୍କାର ଆସିବା ଜରୁରୀ ବୋଲି ବୁଦ୍ଧି ଜୀବି,ସମାଜସେବୀ ଦାବି କରନ୍ତି। …

କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ଚାଲାଣ;ତିନି ଗିରଫ।!

ଅଷ୍ଟିନ ନ୍ୟୁଜ୍/କଟକ ତା-୦୭-୦୬-୨୦୨୧ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସାରା ରାଜ୍ୟରେ ତାଲାବନ୍ଦ ଲାଗୁ କରାଯାଇଛି।ଏହି କଟକଣା ଭିତରେ ଚାଲୁଥିଲା ବ୍ରାଉନସୁଗାର ବେପାର । ଗତ କିଛି ବର୍ଷ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ…

୨ ବର୍ଷରୁ ୧୮ ବର୍ଷମଧ୍ୟରେ ପିଲାଙ୍କ ଉପରେ ଟିକା ପରୀକ୍ଷଣ ପାଇଁ ମିଳିଲା ଅନୁମତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଦେଶରେ କରୋନା ସଂକ୍ରମନକୁ କୁ ଆଖି ଆଗରେ ରଖି ସରକାରଙ୍କ ନିଷ୍ପତି ଅନୁସାରେ । ଦେଶରେ ଆରମ୍ଭ ହୋଇଛି ପିଲାଙ୍କ ଉପରେ ଟିକାର ପରୀକ୍ଷଣ । ସ୍ୱଦେଶୀ ଟୀକା କୋଭ୍ୟାକ୍ସିନର ମାନବ ପରୀକ୍ଷଣ ପିଲାଙ୍କ ଉପରେ କରିବା ପାଇଁ ଦିଲ୍ଲୀ ଏମ୍ସରେ…

ଆକାଶଛୁଆଁ ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର ଆକାଶଛୁଆଁ ରହିଛି। ଦେଶର ଅନେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତି ଦିନ ଦର ବୃଦ୍ଧି କରୁଛନ୍ତି। ଗୋଟିଏ ପଟେ କରୋନା କଟକଣା ଲୋକଙ୍କ…

ଜୁନ୍‌ ୨୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌,୮ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ-ବଜାର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ବର୍ତ୍ତମାନ ପର୍ଯ୍ୟନ୍ତ ଧିରେ ଧିରେ କମୁଛି । ତଥାପି ପ୍ରତ୍ୟକ ଦିନ ଲକ୍ଷେରୁ ଅଧିକ ପଜିଟିଭ୍‌ ମାମଲା ସାମ୍ନାକୁ ଆସୁଛି । ହେଲେ କିଛି ରାଜ୍ୟରେ ଏବେ ବି ସଂକ୍ରମଣର ମାତ୍ରା କମିନାହିଁ ।…

ପୁରା ଦେଶ ପାଇଁ ମାଗଣା ଟୀକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ କରୋନା ମହାମାରୀ ଭିତରେ ପ୍ରଧାନମନ୍ତ୍ରୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଭାରତର ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ମାଗଣା କରୋନା ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଟିକା…

ବି.ଜେ.ଡି ତରଫରୁ ୬ ନମ୍ବର ୱାର୍ଡ ବିଶୋଧନ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୦୭-୦୬-୨୦୨୧ ସିଏମସି ୬ ନମ୍ଵର୍ ୱାର୍ଡ ର ବି.ଜେ.ଡି ଯୁବନେତା ସୁନୀଲ କୁମାର ସାମଲ ଙ୍କ ନେତୃତ୍ଵରେ ୬ ନମ୍ଵର୍ ୱାର୍ଡର ୧,୨ ଓ ୩ ନମ୍ଵର୍ ବ୍ଲକ୍ କୁ ଆଜି ବିଶୋଧନ କରାଯାଇଛି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ…

ଜୁନ୍ ୭ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ପ୍ରତିବର୍ଷ ଜୁନ୍ ୭ରେ ପାଳିତ ହେଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ୨୦୧୮ ଜୁନ ୭ରେ, ମିଳିତ ଜାତିସଂଘ ସାଧାରଣ ସଭା ଏହି ଦିନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସକୁ ବାର୍ଷିକ ଉତ୍ସବ ଭାବରେ ଥିମ୍ ପରିବର୍ତ୍ତନ ସହିତ ପାଳନ କରିବାକୁ ଘୋଷଣା…

ସାବିତ୍ରୀ ସ୍ପେଶାଲ ‘ମୋ ଭାଇ’ ଆପ୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୭-୦୬-୨୦୨୧ କିଛିଦିନ ପରେ ଆସୁଛି ସାବିତ୍ରୀ ବ୍ରତ। କିନ୍ତୁ ଲକ୍ ଡାଉନ୍ ବଢ଼ାଉଛି ମହିଳା ମାନଙ୍କ ର ମୁଣ୍ଡ ବିନ୍ଧା। ବନ୍ଦ ବାନ୍ଦ ଭିତରେ କେମିତି ଜିନିଷ କିଣି ବ୍ରତ ପାଳନ କରିବେ ତାହା ହେଉଛି ବଡ ଚିନ୍ତା। ତେବେ ଏହି ସମସ୍ୟା କୁ ହଟାଇବାକୁ ଆସିଛି…