Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ସୁପ୍ରିମକୋର୍ଟ କେନ୍ଦ୍ରର ଟିକାକରଣ ନିତିକୁ ଅଯୌକ୍ତିକ ଭିତ୍ତିକ ଦର୍ଶାଇଛନ୍ତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୨-୦୬-୨୦୨୧
୪୫ ବର୍ଷର ଉର୍ଦ୍ଧ ବୟସ ଶ୍ରେଣୀକୁ ମାଗଣା ଟୀକାକରଣ ଏବଂ ନିମ୍ନରେ ଥିବା ବ୍ୟକ୍ତିଙ୍କ ପାଇଁ ଦେୟ ପ୍ରଦାନ ପ୍ରଣାଳୀ କେନ୍ଦ୍ରର ନୀତି ହେଉଛି ଅଯୌକ୍ତିକ" ବୋଲି ସୁପ୍ରିମକୋର୍ଟ ଆଜି ଏହି ବିସ୍ତୃତ ନିର୍ଦ୍ଦେଶ ଦେଇଛନ୍ତି।!-->!-->!-->!-->!-->…
ନେସଲେର ଷାଠିଏ ପ୍ରତିଶତ ଖାଦ୍ୟ ଅସ୍ବାସ୍ଥ୍ୟକର!
ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍
ତା-୦୨-୦୬-୨୦୨୧
ପୁଣିଥରେ ବିବାଦରେ ନେସଲେ କମ୍ପାନୀ। ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସଲେ ନିଜେ!-->!-->!-->!-->!-->…
ପୂର୍ବତନ ବିଧାୟକ ବଢାଇଲେ ସାହାଯ୍ୟର ହାତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୨-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ପୂର୍ବତନ ବିଧାୟକ ବଢାଇଲେ ସାହାଯ୍ୟର ହାତ ଲକଡାଉନ ଫଳରେ ବିଶେଷ କରି ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀ ଲୋକମାନେ ପ୍ରଭାବିତ ହୋଇଥିବାର ଦେଖିବାକୁ ମିଳିଅଛି । ବାହାର ରାଜ୍ୟରେ କରୋନା ର ଦାଉ!-->!-->!-->!-->!-->!-->!-->…
ଉପଜିଲ୍ଲାପାଳ ଓ ମୁଖ୍ଯମନ୍ତ୍ରୀଙ୍କୁ ଦାବି ଜଣାଇଲା ଉଦଳା ବାରିକ ସଂଘ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୨-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ଉଦଳା ବାରିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ମାଧ୍ୟମରେ ଦାବି ଜଣାଇଲେ । ଆଜି ଓଡ଼ିଶାରେ ଲକ ଡାଉନ ହେବା ଫଳରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଅଛି । ଛୋଟ ଛୋଟ ବ୍ୟବସାୟ!-->!-->!-->!-->!-->!-->!-->…
ରାଜ୍ୟରେ ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୩୯୯ କରୋନା ସଂକ୍ରମିତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୨-୦୬-୨୦୨୧
ରାଜ୍ୟରେ କମୁନି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୩୯୯ କରୋନା ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୪୭୪୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୫୮ ଲୋକାଲ କଣ୍ଟାକ୍ସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର!-->!-->!-->!-->!-->…
କଏଦୀ ନେଲେ ଟୀକା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୨-୦୬-୨୦୨୧
ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ କଏଦୀମାନଙ୍କ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି। ମୋଟ ୪୩୯ ଜଣ କଏଦୀଙ୍କ ଭିତରୁ ଆଜି ୪୫ ବର୍ଷ ବୟସରୁ ଅଧିକ ବର୍ଗର ୮୬ ଜଣ କଏଦୀଙ୍କୁ ଟିକା ଦିଆଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ!-->!-->!-->!-->!-->…
ମିଶନ କମିଶନର ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନ,ମନ୍ତ୍ରୀ ଦାୟିତ୍ୱରେ ଟୁକୁନି ସାହୁ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜଦ ସରକାରକୁ ମିଶନ ଶକ୍ତି ସଫଳତା ଆଣି ଦେବ ଏଥିରେ ଦ୍ବିମତ ନାହିଁ।
ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର
ତା-୦୨-୦୬-୨୦୨୧
ବଦଳୁଛି ‘ମିଶନ ଶକ୍ତି’ ବିଭାଗ।ଆସୁଛି ସଂସ୍କାର। ମିଶନ ଶକ୍ତି ବିଭାଗ ଗତକାଲି ଠାରୁ ମହିଳା ଓ ଶିଶୁ କଲ୍ୟାଣ!-->!-->!-->!-->!-->!-->!-->…
ବାତିଲ୍ ହେଲା ସିବିଏସଇ ଦ୍ଵାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା
କଟକ/ଅଷ୍ଟିନ୍ ନ୍ୟୁଜ
ତା - ୨-୦୬-୨୦୨୧
ବଢୁଥିବା କରୋନା ସଂକ୍ରମଣ କୁ ନଜରରେ ରଖି ସି. ବି. ଏସ୍. ଇ. ଦ୍ଵାଦଶ ଶ୍ରେଣି ବୋର୍ଡ଼ ପରୀକ୍ଷା କୁ ବାତିଲ କରାଯାଇଛି। ଛାତ୍ରଛାତ୍ରୀ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏଭଲି ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରି ନରେନ୍ଦ୍ର ମୋଦୀ!-->!-->!-->!-->!-->…
କାହିଁକି ମଲେ ଯୁବତୀ?
ଯୁବତୀ ଜଣଙ୍କ ଆତ୍ମହତ୍ଯା କରିଥିବା ଗ୍ରାମବାସୀ କହୁଥିବା ବେଳେ ପରିବାର ପକ୍ଷରୁ ଜ୍ୱର ଏବଂ ବ୍ରେନ୍ ଷ୍ଟ୍ରୋକରେ ମୃତ ହୋଇଛି ବୋଲି କୁହାଯାଉଅଛି। ଏମିତି କହିବାର କାରଣ କ'ଣ ହୋଇପାରେ?
ଅଷ୍ଟିନ ନ୍ୟୁଜ୍/ଯାଜପୁର
୦୧/୦୬/୨୦୨୧
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ!-->!-->!-->!-->!-->!-->!-->…
ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ଚୀନ କୁ ମିଳିବ କଡ଼ା ଜବାବ । ଭାରତ ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା । ଗତ ବର୍ଷ ଠାରୁ ବର୍ତ୍ତମାନ ଭାରତୀୟ ସେନା ବିଶେଷ ପ୍ରସ୍ତୁତି ଚଳାଇଛି । ଲଦାଖ ଅଞ୍ଚଳରେ ଚୀନ୍ ସେନା ଆକ୍ରମଣର ଜବାବ ଦେବା ପାଇଁ ସ୍ୱୟଂ ଚାଳିତ K-9!-->!-->!-->!-->!-->…
