News portal website
before header
[URIS id=5393]

ପୂର୍ବତନ ବିଧାୟକ ବଢାଇଲେ ସାହାଯ୍ୟର ହାତ

0 441

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୨-୦୬-୨୦୨୧

ଜଗବନ୍ଧୁ ପ୍ରଧାନ

ପୂର୍ବତନ ବିଧାୟକ ବଢାଇଲେ ସାହାଯ୍ୟର ହାତ ଲକଡାଉନ ଫଳରେ ବିଶେଷ କରି ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀ ଲୋକମାନେ ପ୍ରଭାବିତ ହୋଇଥିବାର ଦେଖିବାକୁ ମିଳିଅଛି । ବାହାର ରାଜ୍ୟରେ କରୋନା ର ଦାଉ ବଢୁଥିବାରୁ ବାହାରକୁ ଯାଇଥିବା ଲୋକଙ୍କ ରୋଜଗାର ଠପ ହୋଇ ଅଛି । ତାସହ ଗାଡ଼ି ଚଳାଚଳ ,ବସ ସେବା ,ଟ୍ରେନ ସେବା ବନ୍ଦ ଯୋଗୁଁ ବହୁତ ଲୋକ ନିଜ ଭିଟାମାଟି କୁ ଫେରିବା ମୁସ୍କିଲ ହୋଇ ପଡିଅଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ସୀମାନ୍ତରେ ଦାଦନ ଶ୍ରମିକଙ୍କ ସହ ଶ୍ରମିକଙ୍କ ଲୁଚି ଛପି ଘରବାହୁଡା ବଢ଼ିବାରେ ଲାଗିଛି । ଶହଶହ କିଲୋମିଟର ଚାଲି ଚାଲି ଗୃହକୁ ଫେରିବା ଆରମ୍ଭ ହେଲାଣି । କୋଭିଡ଼ ର ମୃତ୍ୟୁର ଭୟ ରେ ସେମାନଙ୍କ ବାହୁଡା ଯାତ୍ରା ଚାଲୁଥିବାର ଦୃଶ୍ୟ ଆଜି ଉଦଳା କଲେଜ ପାଖ ରେଷ୍ଟ ସେଡ଼ରେ ଦେଖିବାକୁ ମିଳିଅଛି । କେନ୍ଦୁଝର ଜିଲ୍ଲାର ୫ ଜଣ ଯୁବକ କଲିକତାରେ କାମ କରୁଥିଲେ । କାମଦାମ ସେଠାରେ ବନ୍ଦ ହେବାରୁ ସେମାନେ ଉଦଳା ଦେଇ ଶରତ ତାପରେ ଠାକୁରମୁଣ୍ଡା ଦେଇ କେନ୍ଦୁଝର ଚାଲି ଚାଲି ଯାଇ ଥାନ୍ତେ ।

ହଠାତ ଉଦଳା ର ପୂର୍ବତନ ବିଧାୟକ ଶ୍ରୀନାଥ ସରେନଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ସେହି ପାଞ୍ଚ ଜଣ ଯୁବକ ମାନଙ୍କୁ ପେଟ ପୁରେଇ ଖାଦ୍ୟ ଦେଇଥିଲେ । ସେମାନଙ୍କ ପାଇଁ ଏକ ଅଟୋ ମଧ୍ୟ ଠିକ କରିଦେଇଥିଲେ । ଉଦଳା ଠାରୁ କେନ୍ଦୁଝର ର ଦୂରତା ୧୨୦ କି.ମି ହେବ । ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ ସହିତ ଅଟୋ ଭଡ଼ା ମଧ୍ୟ ଦେଇ ତାଙ୍କର ନିଜସ୍ୱ ଗୃହକୁ ପଠାଇ ଅଛନ୍ତି ।ଏହିପରି ମାନବିକତା କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ବଧାଇ ଦେଇଥିବା ର ଦେଖିବାକୁ ମିଳିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.