Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ରାଜ୍ୟ ବିଜେପି ସାଧାରଣ ସମ୍ପାଦକଙ୍କ ମୋ ସରକାର ଏବଂ ଫାଇଭ ଟି ବିଭାଗକୁ ଚେତାବନୀ!
https://youtu.be/SSoD8DTJvOY
ଦିଲ୍ଲୀ ଗସ୍ତରେ ନବୀନ!
ଦିଲ୍ଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନେହରେ ଆଉଁଶି ଦେଲେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ
ଅଷ୍ଟିନ୍ ନ୍ଯୁଜ/ନୂଆଦିଲ୍ଲୀ
୨୯-୦୩-୨୦୨୨
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ପରେ ତିନିଦିନଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେ!-->!-->!-->!-->!-->!-->!-->…
ଜଙ୍ଗଲ ଓ ପରିବେଶ ସୁରକ୍ଷା ସଚେତନ ସନ୍ଧ୍ଯାରେ ଯୋଗଦେଲେ ଅମର ଶତପଥୀ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୨୮-୦୩-୨୦୨୨
ପାହାଡ ପର୍ବତ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଚାଲିଛି ସଚେତନତା କାର୍ଯ୍ୟକ୍ରମ।ଜଙ୍ଗଲରେ ନିଆଁ ନ ଲଗାଇବା ଏବଂ ଗଛ ନ କାଟିବା ତତସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଚଣ୍ଡିଖୋଲ ବନଖଣ୍ଡ ଅଧିକାରୀ ଏବଂ ଡାଳିଯୋଡା!-->!-->!-->!-->!-->…
ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୨୭-ମାର୍ଚ୍ଚ-୨୦୨୨
ଜଙ୍ଗଲ ପାହାଡ ପର୍ବତ ପରିବେଶ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ,ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନରେ ଥିବା ଉଦୟଗିରି ପାହାଡ ପାଦ ଦେଶର ଶୋଳପୁଅ ମାଆ ଠାରେ ସଚେତନତା କାର୍ଯ୍ୟକ୍ରମ ଶେଷ ହୋଇଯାଇଛି।ସଭାରେ ଦର୍ପଣ ତହସିଲଦାର!-->!-->!-->!-->!-->…
ଘନଉଛି ସମବାୟ ସମିତି ବିବାଦ;ଲିଖିତ ଅଭିଯୋଗ କଲେ ଚାଷୀ!
ଅଷ୍ଟିନ ନ୍ଯୁଜରେ ଖବର ପ୍ରସାରଣ ପରେ ଏକାଠୀ ହେଲେ ଚାଷୀ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୨୨-୦୩- ୨୦୨୨
ସମବାୟ ସମିତିରେ ଅନିୟମିତତା ଏବଂ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇଛନ୍ତି ମିଳିତ ଚାଷୀ।କିଛିଦିନ ତଳେ ସାଉଡିଆ ସମବାୟ ସମିତିରେ ଅନିୟମିତତାକୁ ନେଇ ଖବର ପ୍ରସାରଣ କରିଥିଲା!-->!-->!-->!-->!-->!-->!-->…
ଡିଜିଟାଲ ପ୍ଲାଟଫର୍ମରେ ସାତ ନମ୍ବର କାଉନସିଲର ପାର୍ଥନୀ!
ଅଷ୍ଟିନ ନ୍ଯୁଜ /ଯାଜପୁର
ତା-୨୧-୦୩-୨୦୨୨
ଚଳିତଥର ପୌରପାଳିକା ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି ପାର୍ଥୀ ଓ ପାର୍ଥୀନି।ଯାଜପୁର ପୌରପାଳିକା ନିର୍ବାଚନରେ ୦୭ ନମ୍ବର କାଉନସିଲର ପାର୍ଥନୀ ଶ୍ରୀମତୀ ରୁନା ବେହେରା ଛିଡାହୋଇଛନ୍ତି।ବିଜୁ ଜନତା ଦଳର ସମର୍ଥନରେ ନିର୍ବାଚନ!-->!-->!-->!-->!-->…
ଡିଜିଟାଲ ପ୍ଲାଟଫର୍ମରେ ଚାରି ନମ୍ବର କାଉନସିଲର ପାର୍ଥନୀ!
ଅଷ୍ଟିନ ନ୍ଯୁଜ/ଯାଜପୁର
ତା-୨୦-୦୩-୨୦୨୨
ଚଳିତ ଥର ପୌରପାଳିକା ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି ପାର୍ଥୀ ଓ ପାର୍ଥୀନି।ଯାଜପୁର ପୌରପାଳିକା ନିର୍ବାଚନରେ ୦୪ ନମ୍ବର କାଉନସିଲର ପାର୍ଥନୀ ଶ୍ରୀମତୀ ମାମିନା ତରାଇଙ୍କୁ ବିଜୁ ଜନତା ଦଳର ସମର୍ଥନରେ ନିର୍ବାଚନ ଲଢୁଥିବା!-->!-->!-->!-->!-->…
ଡିଜିଟାଲ ପ୍ଲାଟଫର୍ମରେ ଦୁଇ ନମ୍ବର କାଉନସିଲର ପାର୍ଥନୀ!
ଅଷ୍ଟିନ ନ୍ଯୁଜ/ଯାଜପୁର
ତା-୨୦-୦୩-୨୦୨୨
ଚଳିତ ଥର ପୌରପାଳିକା ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି ପାର୍ଥୀ ଓ ପାର୍ଥୀନି।ଯାଜପୁର ପୌରପାଳିକା ନିର୍ବାଚନରେ ୦୨ ନମ୍ବର କାଉନସିଲର ପାର୍ଥନୀ ଶ୍ରୀମତୀ ରିନାବାଳା ସାମନ୍ତ ବିଜୁ ଜନତା ଦଳର ସମର୍ଥନରେ ନିର୍ବାଚନ ଲଢୁଥିବା!-->!-->!-->!-->!-->…
ସତର ନମ୍ବର ଓ୍ବାର୍ଡ ସଭ୍ଯା ପାର୍ଥନୀ ଡିଜିଟାଲ ପ୍ଲାଟଫର୍ମରେ!
ଅଷ୍ଟିନ ନ୍ଯୁଜ/ଯାଜପୁର
ତା-୧୮-୦୩-୨୦୨୨
ଚଳିତ ଥର ପୌରପାଳିକା ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି ପାର୍ଥୀ ଓ ପାର୍ଥୀନି।ଯାଜପୁର ପୌରପାଳିକା ନିର୍ବାଚନରେ ୧୭ ନମ୍ବର ଓ୍ବାର୍ଡ ସଭ୍ଯା ପାର୍ଥନୀ ଶ୍ରୀମତୀ ତିଳୋତ୍ତମା ସାହୁ ବିଜୁ ଜନତା ଦଳର ସମର୍ଥନରେ ନିର୍ବାଚନ!-->!-->!-->!-->!-->…
ଷୋହଳ ନମ୍ବର ଓ୍ବାର୍ଡ ସଭ୍ଯା ପାର୍ଥିନୀ ଡିଜିଟାଲ ପ୍ଲାଟଫର୍ମରେ !
ଅଷ୍ଟିନ ନ୍ଯୁଜ/ଯାଜପୁର
ତା-୧୮-୦୩-୨୦୨୨
ଚଳିତ ଥର ପୌରପାଳିକା ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି ପାର୍ଥୀ ଓ ପାର୍ଥୀନି।ଯାଜପୁର ପୌରପାଳିକା ନିର୍ବାଚନରେ ୧୬ ନମ୍ବର ଓ୍ବାର୍ଡ ସଭ୍ଯା ପାର୍ଥନୀ ଶ୍ରୀମତୀ ପାତିଆ ଦେହୁରୀ ବିଜୁ ଜନତା ଦଳର ସମର୍ଥନରେ ନିର୍ବାଚନ!-->!-->!-->!-->!-->…
