News portal website
before header
[URIS id=5393]

ଡିଜିଟାଲ ପ୍ଲାଟଫର୍ମରେ ଦୁଇ ନମ୍ବର କାଉନସିଲର ପାର୍ଥନୀ!

0 182

ଅଷ୍ଟିନ ନ୍ଯୁଜ/ଯାଜପୁର

Notice

ତା-୨୦-୦୩-୨୦୨୨

ଚଳିତ ଥର ପୌରପାଳିକା ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି ପାର୍ଥୀ ଓ ପାର୍ଥୀନି।ଯାଜପୁର ପୌରପାଳିକା ନିର୍ବାଚନରେ ୦୨ ନମ୍ବର କାଉନସିଲର ପାର୍ଥନୀ ଶ୍ରୀମତୀ ରିନାବାଳା ସାମନ୍ତ ବିଜୁ ଜନତା ଦଳର ସମର୍ଥନରେ ନିର୍ବାଚନ ଲଢୁଥିବା ବେଳେ, ଅଷ୍ଟିନ ନ୍ଯୁଜ ଡିଜିଟାଲ ପ୍ଲାଟଫର୍ମରେ ଭୋଟରମାନଙ୍କୁ ତାଙ୍କର ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି।ଦୁଇ ନମ୍ବର ଓ୍ବାର୍ଡରେ ୧୦୨୫ ଭୋଟର ଥିବା ବେଳେ ଜନମତ କେଉଁଆଡ଼େ ଯାଉଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.