ଅଷ୍ଟିନ ନ୍ଯୁଜ/ଯାଜପୁର

ତା-୧୮-୦୩-୨୦୨୨
ଚଳିତ ଥର ପୌରପାଳିକା ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି ପାର୍ଥୀ ଓ ପାର୍ଥୀନି।ଯାଜପୁର ପୌରପାଳିକା ନିର୍ବାଚନରେ ୧୭ ନମ୍ବର ଓ୍ବାର୍ଡ ସଭ୍ଯା ପାର୍ଥନୀ ଶ୍ରୀମତୀ ତିଳୋତ୍ତମା ସାହୁ ବିଜୁ ଜନତା ଦଳର ସମର୍ଥନରେ ନିର୍ବାଚନ ଲଢୁଥିବା ବେଳେ, ଅଷ୍ଟିନ ନ୍ଯୁଜ ଡିଜିଟାଲ ପ୍ଲାଟଫର୍ମରେ ଭୋଟରମାନଙ୍କୁ ତାଙ୍କର ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି।
ସତର ନମ୍ବର ଓ୍ବାର୍ଡରେ ୭୯୨ ଭୋଟର ଥିବା ବେଳେ ଜନମତ କେଉଁଆଡ଼େ ଯାଉଛି ଦେଖିବାକୁ ବାକି ରହିଲା।
