ଅଷ୍ଟିନ ନ୍ଯୁଜରେ ଖବର ପ୍ରସାରଣ ପରେ ଏକାଠୀ ହେଲେ ଚାଷୀ।

ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୨୨-୦୩- ୨୦୨୨
ସମବାୟ ସମିତିରେ ଅନିୟମିତତା ଏବଂ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇଛନ୍ତି ମିଳିତ ଚାଷୀ।କିଛିଦିନ ତଳେ ସାଉଡିଆ ସମବାୟ ସମିତିରେ ଅନିୟମିତତାକୁ ନେଇ ଖବର ପ୍ରସାରଣ କରିଥିଲା ଅଷ୍ଟିନ୍ ନ୍ଯୁଜ। ଏହି ସମବାୟ ସମିତିରେ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ। ଶୋଷଣର ଶିକାର ହୋଇଥିବାର ଲିଖିତ ଅଭିଯୋଗ ଏ.ଆର.ସି.ଏସରେକରିଛନ୍ତି ତିନିଗୋଟି ପଞ୍ଚାୟତର ଚାଷୀ।
