Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଆରପାରିରେ ପଦ୍ମଶ୍ରୀ ରଜତ କର।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୦୮-୦୫-୨୦୨୨
ମହାନ୍ ସାରସ୍ଵତ ସାଧକ, ପ୍ରାଜ୍ଞ ପ୍ରଵଚକ, ପ୍ରବୀଣ ବକ୍ତା , ଶ୍ରୀଜଗନ୍ନାଥ ସଂସ୍କୃତି ର ସମର୍ପିତ ଉପାସକ ପଦ୍ମଶ୍ରୀ ରଜତ କର ଇହଲୀଳା ସମ୍ବରଣ କରିଛନ୍ତି।ପ୍ରବୀଣ ଶିକ୍ଷାବିତ,ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା , ବିଗତ!-->!-->!-->!-->!-->…
ଶନି ମନ୍ଦିରରେ ପୂଜା ଚାଲିଥିବା ବେଳେ ସଭାପତିଙ୍କ ସହ ଆଲୋଚନା।
https://youtu.be/BnM_tXXSuog
ପୋଲିସ କବଜ୍ଜାରେ ବାଇକ ଲୁଟେରା!
ଅଷ୍ଟିନ୍ ନ୍ଯୁଜ/କଟକ
ତା-୦୨-୦୫-୨୦୨୨
ଦୀର୍ଘଦିନ ଧରି ବାଇକ ଲୁଟ କରି ଆସୁଥିବା ଗ୍ଯାଙ୍ଗକୁ ଧରିଛି ପୋଲିସ।ଯାଜପୁର ଜିଲ୍ଲାର କୁଖ୍ୟାତ ବାଇକ ଲୁଟେରା,ଜେନାପୁର ଥାନା ଅନ୍ତର୍ଗତ ମୁରାରିପୁର(ବାଲିସାହି)ଗ୍ରାମର ସ୍ବର୍ଗତ ଅନୁକୂଳ ଜେନାଙ୍କ ପୁଅ ଚଗଲି ଜେନା,କେନ୍ଦୁଝର ଜିଲ୍ଲା!-->!-->!-->!-->!-->…
ଓଡ଼ିଆ ଜାତିର ଗର୍ବ ଓ ଗୈାରବ ମଧୂସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ!
ଇହଲୀଳା ସମ୍ବରଣ କରିବା କିଛି ମୁହୂର୍ତ୍ତ ପୂର୍ବରୁ ତାଙ୍କ ଶଯ୍ୟା ନିକଟରେ ଉପସ୍ଥିତ ଥିବା ପଣ୍ଡିତ ନୀଳକଣ୍ଠ ତାଙ୍କୁ ପଚାରିଥିଲେ " ଓଡ଼ିଶାବାସୀ ଙ୍କ ପାଇଁ ତାଙ୍କର କିଛି କହିଵାର ଅଛି କି ?" ମଧୁ ବାବୁ କ୍ଷୀଣ ସ୍ଵରରେ କହିଥିଲେ " ଓଡ଼ିଶାବାସୀ ତାଙ୍କର ଅନ୍ତର ନିର୍ମଳ ରଖିବେ ।ମୁଁ ତ!-->…
ସ୍ଵୟଂ ଙ୍କୁ ନେଇ ସୌମ୍ୟଙ୍କୁ ଷ୍ଟ୍ରୋକ ଦେବ କି ବିଜେଡି!
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୨୭-୦୪-୨୦୨୨
ଓଡ଼ିଆ ଘରୋଇ ଗଣମାଧ୍ୟମ କନକ ନ୍ୟୁଜ୍ ରେ କାର୍ଯ୍ଯ କରଥିବା ନିୟୁଜ ଆଙ୍କର ସ୍ବୟଂପ୍ରକାଶ ମହାପାତ୍ର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। କିଛିଦିନ ତଳେ ସେ ଗଣମାଧ୍ୟମ ସଂସ୍ଥାରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଜେଡି ରାଜ୍ଯ!-->!-->!-->!-->!-->…
