Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ ଆଲଭା
ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ ଆଲଭା। ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା । ତେବେ ଏଠାରେ ସୂଚନାଯୋଗ୍ୟ ଯେ ମାର୍ଗାରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ!-->…
ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର
EOWର ଅନୁରୋଧ କ୍ରମେ ୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଏହି ସର୍କୁଲାର ଜାରି କରାଯାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ!-->…
ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ
ରାୟଗଡ଼ା ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ। ରାୟଗଡ଼ା ନିକଟ ଝୁଲାପୋଲ ନିକଟରେ ହଠାତ୍ ବନ୍ୟାପାଣି ଆସିଯିବାରୁ ଫସିଗଲେ। ନଦୀ ମଝିରେ ଥିବା ଏକ ପଥର ଉପରେ ଉଭୟ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର ଉଦ୍ୟମ ଜାରି ରଖିଛି। ନଦୀରେ!-->…
ମୁର୍ମୁଙ୍କୁ କଟାକ୍ଷ କଲେ ତେଜସ୍ୱୀ – ‘ଆମେ ରାଷ୍ଟପ୍ରତି ଭବନରେ ମୂର୍ତ୍ତି ଚାହୁଁନୁ’
ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ମାହୋଲ ସରଗରମ । ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ । ଏହାରି ଭିତରେ ଆର୍ଜେଡି ନେତା ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରି କହିଛନ୍ତି,!-->…
ଟିକାକରଣରେ ରେକର୍ଡ ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ
ଟୀକାକରଣରେ ଭାରତ ପୁଣି ଇତିହାସ ରଚିଲା। ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ। ୧୮ ମାସରେ ୨ଶହ କୋଟି ଡୋଜ୍ ପୂରଣ କଲା ଦେଶ।୫୦ଟି ଦେଶକୁ ପ୍ରାୟ ୨୩ କୋଟି ଡୋଜ୍ ରପ୍ତାନୀ କରିଛି ଭାରତ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଦେଶରେ!-->…
ମଙ୍କିପକ୍ସ ପରେ ଆଫ୍ରିକାନ ସ୍ୱାଇନ ଫ୍ଲୁ
ଗତ କିଛିଦିନ ତଳେ କେରଳରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବାବେଳେ ଆଜି ଆସାମରେ ଚିହ୍ନଟ ହୋଇଛି ଆଫ୍ରିକାନ ସ୍ୱାଇନ ଫ୍ଲୁ । ଆସାମର ଦିବୃଗଡ଼ ଭୋଗାଲି ଗ୍ରାମରେ ଏକ ଘୁଷୁରିର ନମୁନାରୁ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦିବୃଗଡ଼ ଅଞ୍ଚଳର ପ୍ରାଣୀ!-->…
ଓଡ଼ଗାଁରେ ବନ୍ୟା ପରିସ୍ଥିତି
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନୟାଗଡ଼ ଓଡ଼ଗାଁ ବ୍ଲକର ଗୋଡିପଲ୍ଲୀ ରାସ୍ତା ଉପରେ ୩ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଅଛି। କୁସୁମୀ ନଦୀରେ ବନ୍ୟା ଜଳ ଆସି କୁରାଳ ଗୋଡିପଲ୍ଲୀ ରାସ୍ତା ଉପରେ ବନ୍ୟା ଜଳ ।ବନ୍ୟା ସ୍ଥିତି ଯୋଗୁଁ ୨୦ଟି!-->…
ସିଙ୍ଗାପୁର ଓପନ ଜିତି ଇତିହାସ ରଚିଲେ ପିଭି ସିନ୍ଧୁ
ଇତିହାସ ରଚିଲେ ପିଭି ସିନ୍ଧୁ। ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଜିତି ସେ ଇତିହାସ ରଚିଛନ୍ତି । ଦୁଇ ଦୁଇ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଫାଇନାଲରେ ଚୀନ୍ର ଷ୍ଟାର୍ ଖେଳାଳି ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ହରାଇଛନ୍ତି। ତିନି ସେଟ୍ ଧରି ଚାଲିଥିବା ମ୍ୟାଚରେ ସିନ୍ଧୁ!-->…
ମୋଟୁରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ବର୍ତ୍ତମାନ ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଛି। ପୋଲାଭରମ ବା ଗୋଦାବରୀ ନଈର ପଛୁଆ ପାଣି ଯୋଗୁ ମାଲକାନଗିରି ମୋଟୁ ଅଞ୍ଚଳରେ ଲାଗି ରହିଥିବା ବନ୍ୟା!-->…
ଲଗାଣ ବର୍ଷାରେ ଫୁଲବାଣୀ ଜଳାର୍ଣ୍ଣବ
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ଏବେ ଜଳାର୍ଣ୍ଣବ। ତେବେ ଗତ ରାତିରୁ ବର୍ଷା ଲାଗି ରହିଥିବାରୁ ଫୁଲବାଣୀ ସହରର ବିଭିନ୍ନ ସ୍ଥାନ ଏବେ ଜଳାର୍ଣ୍ଣବ। ସାଲୁଙ୍କି ନଦୀ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସେହିପରି ପ୍ରକୃତି ବିହାର ଓ ମୁଖ୍ୟବଜାର!-->…
