News portal website
before header
Browsing Tag

cyclone Gullab

ବାତ୍ୟା ‘ଗୁଲାବ୍‌’ ରେ ଜନ୍ମ ନେଲେ ୪୧ ଶିଶୁ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ସାମୁଦ୍ରିକ ଝଡ଼ ‘ଗୁଲାବ୍‌’ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିଲେ। ବିଶେଷ କରି ଏହି ସାମୁଦ୍ରିକ ଝଡ଼ ପାଇଁ ଗଞ୍ଜାମ ,ଗଜପତି ଜିଲା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।…

ଓଡ଼ିଶା ଉପରୁ ଟଳିଲା ବାତ୍ୟା ‘ଗୁଲାବ’ ବିପଦ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମର ସନ୍ଥଗୁଡ଼ାଠାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଗୁଲାବ’ । ଗତକାଲି ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି…

କଳିଙ୍ଗପାଟନମ୍‌ର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଗୁଲାବ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କଲା ସାମୁଦ୍ରିକ ଝଡ଼ ‘ଗୁଲାବ’। ଏହା ଦ୍ବାରା ଓଡ଼ିଶା ଉପରୁ ବିପଦ ଟଳିଛି। ଫଳରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ କ୍ଷୟକ୍ଷତି ହୋଇନି। ଗଞ୍ଜାମ, ଗଜପତି, ରାୟଗଡ଼ାରେ…

କଳିଙ୍ଗାପାଟନମ୍-ଗୋପାଳପୁର ମଧ୍ୟରେ ଗତି କରିବ କରିବ ସାମୁଦ୍ରିକ ଝଡ଼ ” ଗୁଲାବ “

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଗୋପାଳପୁରର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଗୁଲାବ୍‌’। ଏହା ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ଆଜି ଭୋରରୁ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ…

ବାତ୍ୟା ‘ଗୁଲାବ’ ର ପ୍ରଭାବ : ଗଜପତି ଗୁମ୍ମାରେ ଧସିଲା ମାଟି ଅତଡ଼ା

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା 'ଗୁଲାବ' । ଏବେଠୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାରେ ବର୍ଷା ଲାଗି ରହିଛି । ଗୁଲାବର ପ୍ରଭାବରେ ଗୁମ୍ମା ବ୍ଲକ ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ମାଟି ଅତଡ଼ା ଧସି ରାସ୍ତା…

ବାତ୍ୟା ପାଇଁ ଆସନ୍ତା କାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା ଗୁଲାବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଆସନ୍ତାକାଲି ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ମଙ୍ଗଳବାର ସ୍ଥିତିକୁ…

ବାତ୍ୟା ପାଇଁ ୨୬ଟି ଟ୍ରେନ୍‌ ବାତିଲ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଯୋଗୁଁ ୨୬ଟି ଟ୍ରେନ୍‌ ବାତିଲ କରାଯାଇଛି । ଏ ନେଇ ଭାରତୀୟ ରେଳବାଇ ତରଫରୁ ସୂଚନା…

ମାଡି ଆସୁଛି ବାତ୍ୟା ‘ଗୁଲ୍‌-ଆବ୍’ : ମୁକାବିଲା ପାଇଁ ୪୨ଟି ଓଡ୍ରାଫ୍‌, ୨୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ବାତ୍ୟା ‘ଗୁଲ୍‌-ଆବ୍’। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ରବିବାର ଦିନ ଅର୍ଥାତ୍ ଆଜି ରାତି ପ୍ରାୟ ୮ଟାରେ…