News portal website
before header
Browsing Tag

Odisha

ରାଜ୍ୟରେ ୧୦୦୦ ଟପିଲା କୋଭିଡ୍ ସଂକ୍ରମଣ

ରାଜ୍ୟରେ ହୁ ହୁ ହୋଇ ବଢୁଛି କୋଭିଡ୍ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୦୦ ପାର କଲା ସଂକ୍ରମିତଙ୍କ ସଂଖ୍ୟା। ଆଜି ୧୦୪୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯, ଲୋକାଲ କେସ ୪୩୪ ଜଣ ଚିହ୍ନଟ ହୋଇଛନ୍ତି। ତେବେ ୧୮ ବର୍ଷରୁ କମ୍‌ ବୟସ ବର୍ଗରୁ ୧୦୦ ଜଣ…

ଓଡିଶାର ଭାଇଜାନ୍ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା!

ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର ତା-୨୪-୧୨-୨୦୨୧ ଚଳଚ୍ଚିତ୍ର ତାରକାରୁ ରାଜନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମ ତିଥିରେ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ!