News portal website
before header
Browsing Tag

Odisha

୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନନରୁ ୫୫୩, ଲୋକାଲ କେସ୍ ୩୯୨ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଜନତା। ଏ ଘଟଣା ଘଟିଛି ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ । ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ୧୮ରୁ-୫୯ ବର୍ଷ ଲୋକଙ୍କୁ ମାଗଣାରେ

ଚଳନ୍ତା ଟ୍ରେନ୍ ରେ ଛୁରା ମାଡ଼ ଜଣେ ମୃତ

ଚେନ୍ନାଇ-ହାଓଡା ଚଳନ୍ତା ଟ୍ରେନ୍‌ରେ ଗଂଜାମ ରେଳଷ୍ଟେସନ ନିକଟରେ ପଶ୍ଚିମବଙ୍ଗର ଜଣେ ଯୁବକଙ୍କୁ ଛୁରାମାଡ଼ । କୌଣସି କାରଣକୁ ନେଇ ୨ ଯାତ୍ରାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରେ ଜଣେ ଯାତ୍ରୀଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ପଶ୍ଚିମବଙ୍ଗର ବାହାଦୁରପୁର

ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF)ରେ ନାହିଁ ଓଡ଼ିଶାର କୌଣସି କଲେଜ

ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF)ରେ ନାହିଁ ଓଡ଼ିଶାର କୌଣସି କଲେଜ। ଓଡ଼ିଶାର କୌଣସି କଲେଜ ଶ୍ରେଷ୍ଠ ୧୦୦ ମଧ୍ୟରେ ନାହିଁ। ଇଞ୍ଜିନିୟରିଂରେ NITକୁ ୧୫, ସୋଆକୁ ୨୭, IIT ଭୁବନେଶ୍ୱରକୁ ୩୬ ରାଙ୍କ ଇଂଜିନିୟରିଂରେ କିଟ୍‌କୁ ୪୨ ଓ ସିଭି ରମଣକୁ ୯୮ତମ ସ୍ଥାନ ମିଳିଛି ।

ବିଧାନସଭାରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

ବିଧାନସଭାର ଶୂନ୍ୟକାଳରେ ଉଠିଛି ସୀମା ସୁରକ୍ଷା ପ୍ରସଙ୍ଗ। କୋରାପୁଟ ଜିଲ୍ଲା କୋଟିଆ କଥା ଉଠାଇ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ। ପଡୋଶୀ ଆନ୍ଧ୍ର ସରକାର ସୀମାବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ

ରାଜ୍ୟରେ ୨ କୋଟି ୬୫ ଲକ୍ଷ ଲୋକ ନେବେ ବୁଷ୍ଟର ଡୋଜ୍

ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟୀକାକରଣ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପରିବାର ‌କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୨୩୨୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ ୭୫ ଦିନ ଧରି ଚାଲିବ । ୨ କୋଟି ୬୫ ଲକ୍ଷ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ଲିକ୍ ପରୀକ୍ଷା ବାତିଲ

ଆଜି ପୁଣି ଥରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ମିଳିଛି। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ।  ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ  ଆଜି ଦିନ

ନନ୍ଦନକାନନରେ ବଢ଼ୁଛି ସିମ୍ପାଞ୍ଜିଙ୍କ ସଂଖ୍ୟା

ଓଡ଼ିଶାର ନନ୍ଦନକାନନରେ ବୃଦ୍ଧି ପାଉଛି ବିଲୁପ୍ତ ସିମ୍ପାଞ୍ଜିଙ୍କ ସଂଖ୍ୟା। ଏହି ବିରଳ ମାନବାକୃତି ପ୍ରାଣୀକୁ ବଞ୍ଚାଇ ରଖିବାକୁ ୧୯୬୦ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି। ବିଗତ ୨୮ ବର୍ଷ ମଧ୍ୟରେ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୨ରୁ ୧୩କୁ ବୃଦ୍ଧି ପାଇଛି। ସମଗ୍ର ଭାରତରେ ବିଭିନ୍ନ

ଓଡିଶାରେ ପଶିଲା ପୋଲାଭରମର ପାଣି

ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ। ଗତକାଲି ରାତିରୁ ମୋଟୁ ମଧୁସୂଦନ ପାର୍କ ଭିତରେ ପାଣି ପଶିଛି। ପୋଲାଭରମର ପଛୁଆ ପାଣି ଯୋଗୁଁ ସିଲେରୁ ଓ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆସିପାରେ ବୋଲି ଅନୁମାନ

ରାଜ୍ୟରେ ୧୦୦୦ ଟପିଲା କୋଭିଡ୍ ସଂକ୍ରମଣ

ରାଜ୍ୟରେ ହୁ ହୁ ହୋଇ ବଢୁଛି କୋଭିଡ୍ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୦୦ ପାର କଲା ସଂକ୍ରମିତଙ୍କ ସଂଖ୍ୟା। ଆଜି ୧୦୪୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯, ଲୋକାଲ କେସ ୪୩୪ ଜଣ ଚିହ୍ନଟ ହୋଇଛନ୍ତି। ତେବେ ୧୮ ବର୍ଷରୁ କମ୍‌ ବୟସ ବର୍ଗରୁ ୧୦୦ ଜଣ