News portal website
before header
Browsing Category

ଦେଶ ବିଦେଶ

ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୩ରୁ ୨୬ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ। ୨୫ରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ

ଏନକାଉଣ୍ଟରରେ ଟଳିଲେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକରି

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକରିଙ୍କୁ ଏନକାଉଣ୍ଟର । ଆଜି ପଞ୍ଜାବର ଅମୃତସରର ଅଟାରୀ ନିକଟରେ ଏନ୍‌କାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଗ୍ୟାଙ୍ଗଷ୍ଟର ପ୍ରାଣ ହରାଇଛି। ଆଉ ଜଣଙ୍କୁ ପୁଲିସ କାବୁ କରିଛି। ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିମାଡରେ ୩ ଜଣ ପୁଲିସ

ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ

ଆଜି ହେଉଛି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ। ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରେସ୍‌ରେ ଅଛନ୍ତି ୩ ଜଣ ପ୍ରାର୍ଥୀ,  ରନୀଲ ୱିକ୍ରମସିଂଘେ, ଦୁଲ୍ଲାସ ଅଲ୍‌ହାପ୍ପେରୁମା ଓ ଅନୁରା କୁମାରା ଦିଶାନାୟକେ । ୪୪ ବର୍ଷ ପରେ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ଭାବେ ଦେଶରେ ହେବ ରାଷ୍ଟ୍ରପତି

ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି

ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି। ତେବେ ସୁପ୍ରିମ କୋର୍ଟରେ ସେ ପେଗାମ୍ବର ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ଏଫଆଇଆର ସମ୍ପର୍କରେ ଅପିଲ କରିଥିଲେ। ଆଜି ସୁପ୍ରିମକୋର୍ଟରେ ତାଙ୍କ ଆବେଦନର ଶୁଣାଣି ହୋଇଥିଲା। ତାଙ୍କୁ ଏବେ ସୁପ୍ରିମ କୋର୍ଟରୁ

ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ହତ୍ୟା କଲେ ଖଣି ମାଫିଆ

ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ମାରି ଦେଲେ ଖଣି ମାଫିଆ। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ନୂହଁରେ । ନୂହଁରେ ପଥର ମାଫିଆଙ୍କୁ ଧରିବାକୁ ଯାଇ ପ୍ରାଣ ହରାଇଲେ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ। ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇ ପଥର ମାଫିଆ ହତ୍ୟା କରିଥିବା

୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ

ଆସନ୍ତା ୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ। ଘେରାଉ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେହିପରି ୨୨ରେ ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିକାତ୍ମକ ପ୍ରତିବାଦ କରିବ କଂଗ୍ରେସ।  ସୋନିଆ ଗାନ୍ଧିଙ୍କୁ EDର ଦ୍ୱିତୀୟ ସମନର ପ୍ରତିବାଦ କରିବ କଂଗ୍ରେସ ।

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବାରୁ ମୋକିମଙ୍କୁ ପ୍ରଶଂସାରେ ପୋତିଲେ ଧର୍ମେନ୍ଦ୍ର

ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତିରୁ ବାହାରକୁ ଯାଇ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ମୋକିମ ନିଜେ ମିଡିଆ ଆଗରେ ଏହି କଥା ସ୍ୱୀକାର କରିଛନ୍ତି। ଏହାକୁ ନେଇ ଓଡିଶା କଂଗ୍ରେସରେ

ମୋଦୀଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଧନଖଡ଼

ପିଏମ୍ ମୋଦୀଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ‘ଏନ୍‌ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ଼ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ‘ବିଜେପି’

ପୋଲ ଉପରୁ ବସ୍ ଖସି ୧୨ମୃତ

ପୋଲ ଉପରୁ ବସ୍ ଖସି ୧୨ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଇନ୍ଦୋରରୁ ପୁଣେ ଯାଉଥିବା ଏକ ଯାତ୍ରାବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍ ଟି ନର୍ମଦା ନଦୀକୁ ଖସି ପଡିଛି ଫଳରେ ବସ୍ ରେ ଥିବା ୧୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ୧୫ଜଣଙ୍କୁ

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା

ମଧ୍ୟପ୍ରଦେଶର ଝାବୁଆରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ସୂଚନା ମୁତାବକ ପଶ୍ଚିମ ରେଲୱେର ରତଲାମ ମଣ୍ଡଳରେ ଏକ ମାଲବାହୀ ଟ୍ରେନ୍‌ର ୧୬ଟି ବଗି ଓଲଟି ପଡିଛି। ଦାହୋଦ ଜିଲ୍ଲାର ମଙ୍ଗ ମହୁଡିରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ଘଟିଛି।  ମାଲବାହୀ ଟ୍ରେନ୍‌ର ୧୬ଟି ବଗି