News portal website
before header
[URIS id=5393]

ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ

0 162

ଆଜି ହେଉଛି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ। ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରେସ୍‌ରେ ଅଛନ୍ତି ୩ ଜଣ ପ୍ରାର୍ଥୀ,  ରନୀଲ ୱିକ୍ରମସିଂଘେ, ଦୁଲ୍ଲାସ ଅଲ୍‌ହାପ୍ପେରୁମା ଓ ଅନୁରା କୁମାରା ଦିଶାନାୟକେ । ୪୪ ବର୍ଷ ପରେ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ଭାବେ ଦେଶରେ ହେବ ରାଷ୍ଟ୍ରପତି ନିର୍ବାଚନ। ଶ୍ରୀଲଙ୍କାରେ ଗୋଟାବାୟା ରାଜପକ୍ଷା ଇସ୍ତଫା ଦେବା ପରେ ନିର୍ବାଚନ ହେବାକୁ ଯାଉଛି। 

Notice
Leave A Reply

Your email address will not be published.