Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଦେଶ ବିଦେଶ
ଭାରତରେ ପ୍ରଥମ ଲହର ଠାରୁ ଦ୍ବିତୀୟ ଲହର ଭୟଙ୍କର।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୫-୨୦୨୧
ଭାରତରେ କରୋନା ଭାଇରସ୍ର ପ୍ରଥମ ଲହର ଯେତିକି କ୍ଷତି କରିନଥିଲା ତାଠୁ ବଳି ଯାଇଛି ଦ୍ଵିତୀୟ ଲହର। ଏହି ଲହର ପୂରା ଦେଶରେ ତାଣ୍ଡବଲୀଳା ମଚାଇ ଦେଇଛି। ଦ୍ଵିତୀୟ ଲହର ଏବେ କିଛିଟା ଧିମା ପଡିଥିଲେ ମଧ୍ୟ ମୃତ୍ୟୁ!-->!-->!-->!-->!-->…
ଲ୍ଯାଣ୍ଡଫଲର ଚବିଶ ଘଣ୍ଟା ପୂର୍ବରୁ ଭୀଷଣ ବେଗରେ ପବନ ବହିବ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୫-୨୦୨୧
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘଣ୍ଟାକୁ ୪ କିମି ବେଗରେ ପ୍ରଥମେ ଅବପାତର ରୂପ ଓ ପରେ ଗଭୀର ଅବପାତ ରୂପେ ଗତି କରୁଛି । ଆଉ କିଛି ସମୟ ମଧ୍ୟରେ ଅବପାତ ବାତ୍ୟା ୟାସରେ ପରିଣତ ହେବ ।ଏହି ଗଭୀର ଅବପାତ ଧୀରେଧୀରେ!-->!-->!-->!-->!-->…
ବାଇଡେନଙ୍କ ସହ ଆଲୋଚନା କରିବେ;ମନ୍ତ୍ରୀ ଏସ. ଜୟଶଙ୍କର।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୫-୨୦୨୧
ଭାରତ ଉଭୟ କରୋନା ସଙ୍କଟ ଓ ଟିକା ଅଭାବର ସମ୍ମୁଖୀନ ହେଉଛି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାଞ୍ଚ ଦିନିଆ ଗସ୍ତରେ ଆମେରିକାରେ ଯାଇଛନ୍ତି। ସେ ନ୍ୟୁୟର୍କରେ ବାଇଡେନ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଭାରତ!-->!-->!-->!-->!-->…
କାଙ୍ଗୋରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ,
କାଙ୍ଗୋର ଗୋମା ସହର ନିକଟରେ ଥିବା ଆଗ୍ନେୟଗିରି ମାଉଣ୍ଟ ନିରାଗୋଙ୍ଗୋ ଶନିବାର ବିସ୍ଫୋରଣ ହୋଇ ସମଗ୍ର ଆକାଶକୁ ଲାଲ କରିଦେଲା । ଖାଲି ସେତିକି ନୁହେଁ ପାହାଡ଼ରୁ ଲାଭା ବହି ଆସି ରାସ୍ତାରେ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିଲା । ଆଗ୍ନେୟଗିରି ବିସ୍ଫୋରଣ ଯୋଗୁଁ ସହରର ଲୋକମାନେ ଭୟଭୀତ!-->…
ସାଇକ୍ଳୋନ ୟସ ପାଇଁ ସାରା ରାଜ୍ଯରେ ସୁରକ୍ଷା ବଢିଲା….
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୩-୦୫-୨୦୨୧
ବାତ୍ୟା ୟସ ନେଇ ଏବେ ସବୁଠି ଆଗୁଆ ପ୍ରସ୍ତୁତି ଚାଲିଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜି ଲଘୁଚାପ କ୍ଷେତ୍ରଟି ଅବପାତ ରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ। ଏଥିପାଇଁ ସମ୍ପୂର୍ଣ୍ଣ!-->!-->!-->!-->!-->…
କୁଆପଥର ମାଡରେ ଏକୋଇଶ ପ୍ରାଣ ଗଲା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ଵର
ତା-୨୩-୦୫-୨୦୨୧
ଚୀନ୍ରେ ୧୦୦ କିଲୋମିଟର ମାରାଥନ ପର୍ବତ ଦୌଡରେ ଭାଗ ନେଇଥିବା ପ୍ରତିଯୋଗିତାରେ କୁଆପଥର ମାଡ, ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଚାଇନା ଗଣମାଧ୍ୟମ ରିପୋର୍ଟରୁ ଜଣା ପଡିଛି ।ନିଖୋଜ!-->!-->!-->!-->!-->…
କରୋନା ଭାଇରସର ଚାରଟି ନୂଆ ଷ୍ଟ୍ରେନ!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୩-୦୫-୨୦୨୧
କରୋନା ଭାଇରସ କବଳରୁ ସମଗ୍ର ବିଶ୍ୱ ମୁକୁଳି ନଥିଲାବଳେ ଏବେ ଆଉ ୪ ପ୍ରକାର କରୋନା ଷ୍ଟ୍ରେନକୁ ନେଇ ଚିନ୍ତା ବଢିଲାଣି । ଏବେ ବ୍ୟାପୁଥିବା କରୋନା ଭାଇରସ ବାଦୁଡ଼ି ଦେହରୁ ମଣିଷ ଦେହକୁ ଡେଇଁଥିବାର କୁହାଯାଉଥିଲା ବେଳେ!-->!-->!-->!-->!-->…
ଆସନ୍ତା କାଲି ଶିକ୍ଷା ବ୍ଯବସ୍ଥା ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୫-୨୦୨୧
ଆସନ୍ତାକାଲି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ରାଜ୍ୟ ପରୀକ୍ଷା ବୋର୍ଡର ଚେୟାରମ୍ୟାନ୍ ଏବଂ ହିତାଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକ ଡକାଯିବ ଏବଂ ଦ୍ୱାଦଶ!-->!-->!-->!-->!-->…
୬୧ କମ୍ୟୁନାର୍ଡ ସିପଇୟାର୍ଡରେ ନୌସେନାର ଯୁଦ୍ଧ ଯାହାଜ ରେ ସାମିଲ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୫-୨୦୨୧
ଭାରତର ପ୍ରଥମେ ଆଧୁନିକ ବିନାଶକାରୀ ନୌସେନା ଯୁଦ୍ଧ ଯାହାଜ ଯାହା ପୂର୍ବ ୟୁଏସଆର ଦ୍ୱାରା ନିର୍ମିତ ବିନାଶକାରୀ ଆଇଏନଏସ ରାଜପୁତଙ୍କୁ ୪୧ ବର୍ଷ ସେବା ପରେ ଶୁକ୍ରବାର ଦିନ ବିଶାଖାପାଟନମର ନାଭାଲ ଡକ୍ୱାର୍ଡରେ ଅବସର!-->!-->!-->!-->!-->…
ଭାଙ୍ଗିଲା ନେପାଳ ସଂସଦ ; ଘୋଷଣା କଲେ ରାଷ୍ଟପତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୫-୨୦୨୧
ନେପାଳରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବା ବେଳେ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି । ଏଥିସହ ଆଗାମୀ ନଭେମ୍ବରରେ ନେପାଳରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନେଇ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଘୋଷଣା!-->!-->!-->!-->!-->…
