Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଜୀବନଶୈଳୀ
କାୟା ବିସ୍ତାର କରୁଛି ଧଳାଜହର ;ଟାର୍ଗେଟ ଯୁବଛାତ୍ର।
ତା-୧୮-୦୪-୨୦୨୧
ଅଷ୍ଟିନ ନ୍ଯୁଜ/ ଯାଜପୁର
ବ୍ରାଉନ ସୁଗାର ନିଶାରେ କବଳିତ ହୋଇ ଗଲେଣି ଯାଜପୁର ଜିଲ୍ଲାର ବହୁ ଯୁବପୀଢି !ଆଜି ଯାଜପୁର ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା,ଚଣ୍ଡିଖୋଲ ଗାନ୍ଧୀଛକ ନିକଟରୁ ଜଣେ ଯୁବକ ପାଖରୁ,ବହୁ ପରିମାଣର ବ୍ରାଉନ ସୁଗାର ପ୍ୟାକେଟ ଜବତ କରାଯିବା ସହ ତାକୁ!-->!-->!-->!-->!-->…
ଆରମ୍ଭ ହେଲା ନାଇଟ କର୍ଫ୍ୟୁ;ପୋଲିସ କମିଶନର
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
https://twitter.com/AustinNewsMedia
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ!-->!-->!-->!-->!-->!-->!-->!-->!-->!-->!-->…
କରୋନାର ଦ୍ବିତୀୟ ଲହରରେ କ’ଣ ରହିବ ଓଡିଶାରେ କଟକଣା।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ।!-->!-->!-->…
ଜାଣନ୍ତୁ ମଧୁମେହ ରୋଗୀମାନେ କିପରି କରିବେ ଶର୍କରା ନିୟନ୍ତ୍ରଣ
ଭୁବନେଶ୍ବର:
ତା-୦୨-୧୨-୨୦୨୦
ମଧୁମେହ ରୋଗୀଙ୍କୁ ଶୀତ ଋତୁରେ ବିଶେଷ ଯତ୍ନ ନେବା ଆବଶ୍ୟକ । କାରଣ ଏହି ଋତୁରେ ହଠାତ୍ ରକ୍ତରେ ଶର୍କରା ବୃଦ୍ଧି ହେବାର ଆଶଙ୍କା ବହୁତ ଅଧିକ । ପ୍ରାୟତଃ ଲୋକମାନେ ଥଣ୍ଡା ସମୟରେ ବ୍ୟାୟାମ କରିବା କମ କରନ୍ତି କିମ୍ବା ବନ୍ଦ କରନ୍ତି!-->!-->!-->!-->!-->…
ନାକ ଦେଇ ମସ୍ତିଷ୍କକୁ ପ୍ରବେଶ କରୁଛି କରୋନା ଭାଇରସ
ନୂଆଦିଲ୍ଲୀ:
ତା-୧-୧୨-୨୦୨୦
ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଛି । ଏହି ବିପଜ୍ଜନକ ଜୀବାଣୁକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ କ୍ରମାଗତ ଭାବରେ ଅନୁସନ୍ଧାନ କରୁଛନ୍ତି ଏବଂ ଅଧ୍ୟୟନ କରୁଛନ୍ତି। ଏହି କ୍ରମରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କରୋନା ଜୀବାଣୁ!-->!-->!-->!-->!-->…
ଓଠ ଫାଟିଲେ କ’ଣ କରିବେ?
ଭୁବନେଶ୍ବର
ତା-୨୮-୧୧-୨୦୨୦
ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା। ଓଠ ଫାଟିବା ଦ୍ବାରା ଖାଇବାରେ ଅସହଜ ହେବା ସହ ଜଳାପୋଡା ହୋଇଥାଏ। ଆମେ ବଜାରରେ ମିଳୁଥିବା ଭେସଲିନ୍ ବା ଲିପ୍ବାମ୍ ଓଠରେ ଲଗାଇ ଥାଉ। ସେଗୁଡିକ କେମିକାଲ ଯୁକ୍ତ ହୋଇଥିବାରୁ ଓଠ ଖରାପ!-->!-->!-->!-->!-->…
କରୋନାକୁ ନେଇ ନୂଆ କଥା:ସ୍ବାସ୍ଥ୍ଯ ସନ୍ଦେଶ
https://youtu.be/-ymy31DtzfA
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
http://www.austinnews.in
https://www.facebook.com/AustinNewsMedia
https://www.youtube.com/AustinNewsMedia
https://twitter.com/AustinNewsMedia
ଅନଲାଇନ୍ କ୍ଲାସ;ସ୍ବାସ୍ଥ୍ଯ ପାଇଁ କ୍ଷତିକାରକ, ଆସିଲା ରିପୋର୍ଟ।
ଭୁବନେଶ୍ୱର
ତା-୨୬-୦୭-୨୦୨୦
ଅନ୍ ଲାଇନ୍ ପାଠ ପଢ଼ା ଯୋଗୁଁ ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବଢୁଛି ବୋଲି ଏକ ସର୍ଭେ ରିପୋର୍ଟ ଆସିଛି। କରୋନା ମହାମାରୀ ପାଇଁ ବିଦ୍ୟାଳୟରେ ପାଠପଢ଼ା ବନ୍ଦ । ଏଥିପାଇଁ ସରକାର ଅନ୍ ଲାଇନ୍ ପାଠପଢ଼ାକୁ ଆପଣାଇ ନେଇଛନ୍ତି। ଏହାଦ୍ବାରା!-->!-->!-->!-->!-->…
