News portal website
before header
Browsing Category

କ୍ରୀଡା

ଆଇପିଏଲ ରେ କରୋନା କଣ୍ଟା!

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୫-୨୦୨୧ ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର। କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ

ହାପି ବାର୍ଥଡେ ହିଟ୍ ମ୍ୟାନ୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୧-୦୫-୨୦୨୧ ହିଟ୍ ମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିୟାନ୍ସ୍ ଦଳର ଅଧିନାୟକ, ଓ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କର ଆଜି ଶୁଭ ଜନ୍ମଦିନ। ସେ ଗତ ଶୁକ୍ରବାର ଦିନ ୩୫ ବର୍ଷ ରେ ପଦାର୍ପଣ କରିଛନ୍ତି। ତାଙ୍କ ଦଳର ସାଥୀମାନେ ରହୁଥିବା ହୋଟେଲ୍ ରେ ଜିରୋ ଆୱାର ରେ,

ଆସନ୍ତା ୧୪ ଓ ୧୫ରେ ମାଣିକଗଡ ଭଲିବଲ ଟୁର୍ଣ୍ଣାମେଣ୍ଟ।

ନୟାଗଡ଼ ତା-୦୯-୦୧- ୨୦୨୧ ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ମାଣିକଗଡ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ନେଇ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି। ଚଳିତ ମାସ ୧୪ ଓ ୧୫ ତାରିଖରେ ଦୁଇ ଦିନ ଧରି ଭଲିବଲ ଟୁର୍ଣ୍ଣାମେଣ୍ଟ ହେବ। ମା ମହିଷାମର୍ଦ୍ଦିନୀ ଭଲି କ୍ଲବ ଆୟୋଜିତରେ

ସୌରଭ ଗାଙ୍ଗୁଲି ଅସୁସ୍ଥ

କୋଲକାତା: ତା-୦୨-୦୧-୨୦୨୧ ବିସିସିଆଇର ସଭାପତି ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହେତୁ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଜିମରେ ବ୍ୟାୟାମ କରିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ

ପରଲୋକରେ କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋ

ଭୁବନେଶ୍ବର: ତା-୩୧-୧୨-୨୦୨୦ ଓଡ଼ିଶାର କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ। ରାଉରକେଲା ଆଇଜିଏଚରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ମାସେ ହେଲା ଚିକିତ୍ସାଧୀନ ଥିଲେ କିଣ୍ଡୋ । ସେ ୧୯୭୫ର ବିଶ୍ୱକପ୍

କିମ୍ବଦନ୍ତୀ ଖେଳାଳୀ ଡିଏଗୋ ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ:  ତା-୨୬-୧୧-୨୦୨୦ 1986 ରେ ଆର୍ଜେଣ୍ଟିନାକୁ ଫୁଟବଲ୍ ବିଶ୍ୱକପ୍ ଜିତାଇଥିବା ତଥା ସର୍ବକାଳୀନ ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲର୍ ଡିଏଗୋ ମାରିଡୋନାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା ଏବଂ ହୃଦଘାତ ହୋଇଥିଲା।ଆର୍ଜେଣ୍ଟିନାର ସ୍ଥାନୀୟ