News portal website
before header
[URIS id=5393]

ପରଲୋକରେ କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋ

0 182

ଭୁବନେଶ୍ବର: 

ତା-୩୧-୧୨-୨୦୨୦

ଓଡ଼ିଶାର କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ। ରାଉରକେଲା ଆଇଜିଏଚରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ମାସେ ହେଲା ଚିକିତ୍ସାଧୀନ ଥିଲେ କିଣ୍ଡୋ । ସେ ୧୯୭୫ର ବିଶ୍ୱକପ୍ ହକି ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ।୧୯୭୨ରେ ଭାରତୀୟ ହକି ଦଳ ଗ୍ରୀଷ୍ମ ଅଲିମ୍ପିକରେ କାଂସ୍ୟ ପଦକ ପାଇଥିଲା । ପ୍ରଥମ ତିନିଗୋଟି ହକି ବିଶ୍ୱକପରେ ଭାରତୀୟ ଦଳରେ ଖେଳିଥିଲେ ମାଇକେଲ୍ । ପ୍ରଥମ ଆଦିବାସୀ ହକି ଖେଳାଳି ଭାବେ ମାଇକେଲଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। 

www.austinnews.in

https:facebookaustinnews https:youtubeaustinnews

twitter@austinnewsmedia

Leave A Reply

Your email address will not be published.