Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ଆଉ ୭ହଜାର ୩୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୦ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୧୧ହଜାର ୩୪୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।!-->!-->!-->!-->!-->…
ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମ୍ସି) ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦିଆ ଯାଇଛି । ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ!-->!-->!-->!-->!-->…
ଦଳିଦେଲା ଦନ୍ତା ହାତୀ:ପ୍ରାଣ ହରାଇଲେ ଯୁବକ।
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ଜଗବନ୍ଧୁ ପ୍ରଧାନ
ତା-୦୬-୦୬-୨୦୨୧
ଦଳିଦେଲେ ଗଜରାଜ ହସ୍ତୀ।ଦନ୍ତାହାତୀ ଚକଟି ମାରି ଦେଇଛି ଜଣେ ଯୁବକକୁ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନସ୍ଥ କଲମଗଡିଆ ପଂଚାୟତର ରୁଗୁଡି ଗ୍ରାମରେ। ଏହି ଗ୍ରାମର ଭରଡାସାହିର ବାରାସା!-->!-->!-->!-->!-->!-->!-->…
ଚିର ନିଦ୍ରାରେ – “ଶଲାବୁଢ଼ା “ର ନାୟକ ଅଟଳବିହାରୀ ପଣ୍ଡା।
ଅଷ୍ଟିନ୍ ନ୍ଯୁଜ/ସମ୍ବଲପୁର
ତା-୦୬-୦୬-୨୦୨୧
ଶଲାବୁଢ଼ା ନିଧନ।ଆମେ କହୁଛୁ ଶଲାବୁଢ଼ା ସିନେମାର ମୁଖ୍ଯ ଚରିତ୍ରରେ ଅଭିନୟ କରୁଥିବା ଅଟଳବିହାରୀ ପଣ୍ଡାଙ୍କ କଥା। ଗତକାଲି ବିଳମ୍ବିତ ରାତି ପ୍ରାୟ ତିନିଟା ପଇଁଚାଳିଶ୍ ରେ ତାଙ୍କର ଦେହାନ୍ତ ହୋଇଯାଇଛି।
ତେବେ ସେ ବୁର୍ଲା!-->!-->!-->!-->!-->!-->!-->…
ଉନ୍ନତ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଧାରଣାରେ ବସିଲେ ଭଞ୍ଜସେନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୪-୦୬-୨୦୨୧
ମୟୂରଭଞ୍ଜ କୋଭିଡ଼ ଡାକ୍ତରଖାନାର ଉନ୍ନତ ମାନର ରୋଗୀ ସେବା ପାଇଁ 'ଭଂଜସେନା ' ପ୍ରତିଷ୍ଠାତାଙ୍କର ଧାରଣା । ଆଉ ଅଳ୍ପ ସମୟ ପରେ ଧାରଣା ସରିବ ହେଲେ ସରକାରୀ ଅଧିକାରୀ କଣ ପଦକ୍ଷେପ ନେଲେ ତାହା ଜଣା ପଡି ନାହିଁ ।
ଯେ!-->!-->!-->!-->!-->!-->!-->…
ଏଥର ବି ଗଡିବନି ରଥ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୪-୦୬-୨୦୨୧
ପୂର୍ବଥର ପରି ଏଥର ମଧ୍ୟ କଟକରେ ଆୟୋଜନ ହେବନାହିଁ ଶ୍ରୀଜୀଉଙ୍କ ରଥଯାତ୍ରା। ମହାମାରୀ ର ଭାୟ ପାଇଁ ଲଗାତାର ଭାବେ ଦ୍ଵିତୀୟ ବର୍ଷ ପାଇଁ ଏଭଲି ପରିସ୍ଥିତି ଉପୁଜିଛି।କଟକ ସହର ବହୁ ପ୍ରମୁଖ ଜଗନ୍ନାଥ ମନ୍ଦିର ରେ ରଥଯାତ୍ରା କୁ ନେଇ!-->!-->!-->!-->!-->…
ପେଟ୍ରୋଲ ପମ୍ପ ରେ ଗଣ୍ଡଗୋଳ ; ୨ ଗିରଫ
କଟକ/ଅଷ୍ଟିନ୍ ନ୍ୟୁଜ
୦୪-୦୬-୨୦୨୧
କଟକ ଜଗତପୁର ନିକଟସ୍ତ ଗୋଲେଇ ଛକ ପେଟ୍ରୋଲ ପମ୍ପ ଠାରେ ଦୁଇଜଣ ଲୋକ ଗାଡିରେ ତେଲ ପକାଇବାକୁ ଆସି ସେଠାରେ ଅନ୍ୟ ଜଣେ ଗ୍ରାହକଙ୍କୁ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରିଥିଲେ। ତା ସହ ପେଟ୍ରୋଲ ପମ୍ପର ମ୍ୟାନେଜର ଓ କର୍ମଚାରୀ ଙ୍କ ସହିତ ମଧ୍ୟ ଗଣ୍ଡଗୋଳ!-->!-->!-->!-->!-->…
ନକଲି ମଦ କାରଖାନାରୁ ଦୁଇ ଗିରଫ।
ମୟୁରଭଞ୍ଜ / ଅଷ୍ଟିନ୍ ନ୍ୟୁଜ
ଖୁଣ୍ଟା - ଜଗବନ୍ଧୁ ପ୍ରଧାନ
ତା - ୦୨-୦୬-୨୦୨୧
କପ୍ତିପଦା ଉପଖଣ୍ଡରେ ଚୋରା ମଦ ଓ ଦେଶୀ ମଦର ପ୍ରବଳ ବିକ୍ରି ଚାଲୁଛି। ଏହି ଲକଡାଉନ ସମୟରେ ବ୍ଯାପକ ମାତ୍ରାରେ ଚାଲୁଅଛି। ଏହାର ଫାଇଦା ନେଇ ଖୁଣ୍ଟା ଠାରେ,ମାମୁ ଓ ଭଣଜା ଚଲାଇଥିଲେ ନକଲି ମଦ!-->!-->!-->!-->!-->!-->!-->…
ରାଜ୍ୟରେ CHSE (+2) ପରୀକ୍ଷା ବାତିଲ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୪-୦୬-୨୦୨୧
ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ସମୟରେ CHSE ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ!-->!-->!-->!-->!-->…
ଗତ 24 ଘଣ୍ଟାରେ 39 ମୁଣ୍ଡ ନେଲା କରୋନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୪-୦୬-୨୦୨୧
ଗତ 24 ଘଣ୍ଟାରେ 39 ଜଣଙ୍କର ମୁଣ୍ଡ ନେଇଛି ମହାମାରୀ । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2912 । ଏପ୍ରିଲ ମାସରେ ରାଜ୍ୟରେ 1,13,591 ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 118 ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ ।
!-->!-->!-->!-->!-->!-->…
