News portal website
before header
Browsing Category

ଓଡିଶା

ଉଦଳା ବିଜେଡି ତରଫରୁ ଉଦଳା ଏନ. ଏ.ସି ରେ ସହାୟତା

ଅଷ୍ଟିନ ନ୍ୟୁଜ୍/ ମୟୁରଭଞ୍ଜ ଜଗବନ୍ଧୁ ପ୍ରଧାନ ତା-୦୭-୦୬-୨୦୨୧ କିଛି ଦିନ ପୂର୍ବରୁ ୟଶର ପ୍ରଭାବରେ ଉଦଳା ଏନଏସିର ୱାର୍ଡରେ ବାସକରୁଥିବା ଲୋକଙ୍କ ଘରଗୁଡିକ ଭାଙ୍ଗି ଯାଇଅଛି । ସେମାନଙ୍କ ପାଇଁ ଆଜି ସକାଳୁ ବିଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀନାଥ…

ମହାରାଷ୍ଟ୍ରରେ ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ପୁଣି ଥରେ ଅନୁମତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ କରୋନା କଟକଣା ମଧ୍ୟରେ ଫସିଯାଇଛନ୍ତି ସିନେ କଳାକାରମାନେ ଯାହାଫଳରେ ରୋଜଗାର କରିବାର ପନ୍ଥା ଏକପ୍ରକାର ଠପ୍ ହୋଇଯାଇଛି । ତେଣୁ ମହାରାଷ୍ଟ୍ରରେ ଏଣ୍ଟରଟେନ୍‌ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର ମଧ୍ୟ ରହିଛି।ରାଜ୍ୟରେ…

ଏକ ବର୍ଷ ପରେ ଫିଟୁଛି ଗୁମର “ନିଆଳିରୁ ନିଳାପଦା ଭାୟା କୋଲକାତା “

"ନିଆଳିରୁ ନିଳାପଦା ଭାୟା କୋଲକାତା " ଘଟଣାର ଫିଟୁଛି ଗୁମର। ଯାଜପୁର/ଅଷ୍ଟିନ୍ ନ୍ଯୁଜ ତା-୦୭-୦୬-୨୦୨୧ ଦୀର୍ଘ ଏକ ବର୍ଷ ପରେ ବଦଳୁଛି ଘଟଣାର ରୂପରେଖ। ବହୁଚର୍ଚ୍ଚିତ ନିଳାପଦା ଅଙ୍ଗନବାଡି କର୍ମୀ ଆତ୍ମହତ୍ଯା ଘଟଣାରେ ବଦଳୁଛି ମୋଡ। ସୂଚନା ଅନୁଯାୟୀ ବରୀ ବ୍ଲକ ମହାକାଳପଡ଼ା…

କ୍ରମାଗତ ଭାବରେ ଖସୁଛି କରୋନା ସଂକ୍ରମଣ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ କରୋନା ପଜିଟିଭ୍ ଚିହ୍ନଟ…

ଯୁବ ବିଜେପି ପ୍ରଭାରୀଙ୍କୁ ହତ୍ଯା!

ଅଷ୍ଟିନ ନ୍ୟୁଜ/ମୟୁରଭଞ୍ଜ ତା-୦୬-୦୬-୨୦୨୧ ଜଗବନ୍ଧୁ ପ୍ରଧାନ ବାଲେଶ୍ଵର ଜିଲ୍ଲା ବିଜେପି ଦଳର ଯୁବ ପ୍ରଭାରୀ ରଣଜିତ ପ୍ରଧାନଙ୍କୁ ହତ୍ଯା।ଗତକାଲି ରାତିରେ କପ୍ତିପଦା ନୂଆସାହିର ବାଘମରା,ଛକରେ ୪ଜଣ ନିଶାଶକ୍ତ ଯୁବକ ପିଟିପିଟି ମାରି ଦେଇଛନ୍ତି। ଘଟଣାରୁ…

ଭଦ୍ରକ ଯୁବକଙ୍କୁ ରାଜଧାନୀରେ ହତ୍ଯା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୬-୨୦୨୧ ରାଜଧାନୀରେ ଜଘନ୍ୟ ହତ୍ୟା । ଭଦ୍ରକର ଜଣେ ଯୁବକଙ୍କୁ ପଥରରେ ଛେଚି ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡ ପଛପଟେ । …

ଲଗାତାର କମୁଛି ସଂକ୍ରମଣ, ସତର୍କ ରହିବା ଜରୁରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୬-୨୦୨୧ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ କରୋନା ପଜିଟିଭ୍…

ବିଦ୍ୟାଳୟରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।

ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ ତା-୦୫-୦୬-୨୦୨୧ ଉଦଳା-ଜଗବନ୍ଧୁ ପ୍ରଧାନ ମୟୂରଭଞ୍ଜ ଜିଲ୍ଲା ପାଟଶାଣୀପୁର ହାଇସ୍କୁଲରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।ଉଦଳା ବ୍ଲକର ପାଟଶାଣୀପୁର ପଞ୍ଚାୟତ ହାଇସ୍କୁଲରୁ ଗତକାଲି ରାତିରେ ଚୋରି ହୋଇଛି।ସେହି ସ୍କୁଲରେ ରାତ୍ରି ଜଗୁଆଳି ସୁରେନ୍ଦ୍ର…

ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ: ସାଂସଦ ଅପରାଜିତା ଷଢ଼ଙ୍ଗୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ…

ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ…