Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
କାହା ପ୍ରୋତ୍ସାହନରେ ନକଲି ମଦ କାରଖାନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ସାତ ଦିନ ନ ପୂରୁଣୁ ପୁଣି ନକଲି ମଦ ଜବଦ |ଖୁଣ୍ଟା ଥାନା ଅଂଚଳରେ ଅବକାରୀ ବିଭାଗ ଅଫିସ ପାଖରୁ ଏକ ନକଲି ମଦ କାରଖାନା ଠାବ କରାଯାଇ ମଦ ବୋତଲ ସହ ମଦ ତିଆରି ସରଞ୍ଜାମ ଖୁଣ୍ଟା ପୋଲିସ ଦ୍ୱାରା ଜବତ!-->!-->!-->!-->!-->!-->!-->…
ନବୀନଙ୍କୁ କୃତଜ୍ଞତା ଜଣାଇଲେ କଟକ କ୍ଷୁଦ୍ର ବ୍ୟବସାୟୀ ମହାସଂଘ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୯-୦୬-୨୦୨୧
ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ୨୬ ଲକ୍ଷ ତାଙ୍କର ଗୋଟିଏ ସ୍ଵତନ୍ତ୍ର କୋଭିଡ଼ ପ୍ୟାକେଜ ଘୋଷଣା କରିଛନ୍ତି। ଓଡିଶା ସରକାରଙ୍କର ଏହି ଯୋଜନା ପାଇଁ, କଟକ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସଭାପତି!-->!-->!-->!-->!-->…
ରେଳ କଣ୍ଟେନରରୁ ଲିକ୍ ହେଲା ଅକ୍ସିଜେନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
କରୋନା ମହାମାରୀ ସମୟରେ ଅକ୍ସିଜେନ ର ଅଭାବ ଦେଖିବାକୁ ମିଳୁଥିଲାବେଳେ । ଏହି ସମୟରେ ଆଉ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛିକି ।କଳାହାଣ୍ଡି ରେଳ ଯୋଗେ ପରିବହନ ବେଳେ କଣ୍ଟେନରରୁ ଲିକ୍ ହେଲା ଅମ୍ଲଜାନ। ଏଭଳି ଏକ ଘଟଣା ଣା ଘଟିଛି!-->!-->!-->!-->!-->…
୨୪ ଘଣ୍ଟା ମଧ୍ୟରେ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ!-->!-->!-->!-->!-->…
୧୨ ବର୍ଷ ବୟସରୁ କମ ଶିଶୁଙ୍କ ପାଇଁ ଆସିବ ଟିକା, ଫାଇଜରର ପରୀକ୍ଷା ଆରମ୍ଭ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
କରୋନା ଭାଇରସ ଟିକା ଉତ୍ପାଦନକାରୀ କଂପାନୀ ‘ଫାଇଜର’ ନିଜର ଟିକାର କ୍ଲିନିକାଲ ପରୀକ୍ଷା ୧୨ ବର୍ଷ ବୟସର ଶିଶୁଙ୍କ ପାଇଁ ଆରମ୍ଭ କରିଦେଇଛି । ପ୍ରଥମ ପର୍ଯ୍ୟାୟର ଗବେଷଣାରେ କମ ସଂଖ୍ୟାରେ ଛୋଟ ଶିଶୁଙ୍କୁ ଟିକାର ଭିନ୍ନ!-->!-->!-->!-->!-->…
ଓଡିଶା ଛୁଇଁବ ମୌସୁମୀ ବାୟୁ; ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବାୟୁ। ୧୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ସହ ଓଡିଶାରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା!-->!-->!-->!-->!-->…
ୟୁଜି ଓ ପିଜି ପରୀକ୍ଷା ନେଇ ବଢିଲା ଦ୍ଵନ୍ଦ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
ମାଟ୍ରିକ ପରୀକ୍ଷା ହେଲାନି, ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେଉଁଠି ବନ୍ଦ ରହୁଛି, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୟ ରହିବା ସ୍ୱାଭାବିକ। ଏହାକୁ ଦୂର!-->!-->!-->!-->!-->…
ଉଠାଦୋକାନୀମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
କୋଭିଡ୍ ମହାମାରୀ ସଂକ୍ରମଣର ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ୍ ଯଦିଓ ସଂକ୍ରମଣ କୁ ରୋକିବାରେ ବହୁ ମାତ୍ରାରେ ସଫଳ ସାବ୍ୟସ୍ତ ହୋଇଛି କିନ୍ତୁ ଏହା ଯୋଗୁଁ ସହରାଞ୍ଚଳର ଉଠାଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି।
ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ!-->!-->!-->…
ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୮-୦୬-୨୦୨୧
ବିଷ୍ଣୁପ୍ରିୟା ସ୍ଵାଇଁ ହେଉଛନ୍ତି ସିଲଭର୍ ସିଟି ର ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ। ସେ ଜଣେ ମାଧବୀ ଛାତ୍ରୀ ମଧ୍ୟ। କିନ୍ତୁ କୋଭିଡ ସମୟରେ ସେ ପାଲଟିଛନ୍ତି ଅନଲାଇନ୍ ଡେଲିଭରି ଗାର୍ଲ, ଆଉ ସମସ୍ତଙ୍କ ପାଇଁ ସାଜିଛନ୍ତି ଏକ ବିରଳ ଉଦାହରଣ।!-->!-->!-->!-->!-->…
କାର ବାଇକ ମୁହାଁମୁହିଁ ଦୁର୍ଘଟଣା,ଦୁଇ ଆହତ!
ଅଷ୍ଟିନ ନ୍ଯୁଜ/ଯାଜପୁର
ତା-୦୭-୦୬-୨୦୨୧
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଗୋଡିମାଗୁରା ଗ୍ରାମର ଚାରିଛକରେ ଗାଡି ଦୁର୍ଘଟଣା। ଆଜି ଅପରାହ୍ନ ୨ଟା ୩୦ ସମୟରେ ଲୋଥକା ଆଡୁ ଗୋଡିମାଗୁରା ଅଭିମୁଖେ ଯାଉଥିବା ମହିନ୍ଦ୍ରା କାର OD-O2BQ-7715 ଏକ ବଜାଜ ଡିସ୍କଭର ଗାଡିକୁ ଧକ୍କା!-->!-->!-->!-->!-->…
