Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
କାର୍ଯ୍ଯରତ ସାମ୍ବାଦିକଙ୍କୁ ହତ୍ଯା ଧମକ।
ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ଯ ସରକାର ମୁଖ୍ଯତଃ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ଯାନ ଦେଉ ନ ଥିବା ବେଳେ, ଏମ୍ପାଲମେଣ୍ଟ ହୋଇ ନ ଥିବା ଚ୍ଯାନେଲ ଗୁଡିକ ପ୍ରତି କୌଣସି ସୁବିଧା ସୁଯୋଗ ନାହିଁ, ଏଭଳି ପରିସ୍ଥିତିରେ ରାଜ୍ଯ ସରକାରଙ୍କ ପୋଲିସ ବିଭାଗ ଏଭଳି ଅସାମାଜିକ!-->…
ଓଜେଇ ପରୀକ୍ଷା ସ୍ଥଗିତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୪-୦୬-୨୦୨୧
ସ୍ଥଗିତ ହେଲା ଓଜେଇଇ ପରୀକ୍ଷା । ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାରଥିବାବେଳେ କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। କେବେ ପରୀକ୍ଷା ହେବ ଏନେଇ ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ!-->!-->!-->!-->!-->…
ନିମ୍ନ ମାନର ଔଷଧକୁ ନେଇ ରୋଗୀଙ୍କ ଭିତରେ ଛନକା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୪-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ନିମ୍ନ ମାନର ଔଷଧକୁ ନେଇ ରୋଗୀଙ୍କ ଭିତରେ ବଢୁଛି ଭୟ ।ଦେଶରେ କରୋନା ସମୟରେ ସବୁ ପରିବାର ଭିତରେ ଭିଟାମିନ, କାଶ ସିରାପ, ଥଣ୍ଡା ଜ୍ଵର ପାଇଁ ଔଷଧକୁ ଭରସା ରଖି ଔଷଧ ଦୋକାନୀ ମାନଙ୍କ ଠାରୁ ଔଷଧ କ୍ରୟ!-->!-->!-->!-->!-->!-->!-->…
ଖେଳୁଥିବା ବେଳେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ; ୩ଅଭିଯୁକ୍ତ ଗିରଫ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୪-୦୬-୨୦୨୧
ଆସିକା ଖମ୍ବେଶ୍ୱରୀ ମନ୍ଦିର ପଛପଟେ ପୁରୁଣା କୁମ୍ଭାର ସାହିର ଆକାଶ ବେହେରା ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳୁଥିବା ସମୟରେ ହଟାତ ଖମ୍ବେଶ୍ବରୀ ପାଟଣାର ୩ ଜଣ ଯୁବକ ଆସି ଆକାଶକୁ ଗାଳି ଗୁଲଜ କରିବା ସହ ଖେଳ ବନ୍ଦ!-->!-->!-->!-->!-->…
ମିଲ୍ଖା ସିଂହଙ୍କ ପତ୍ନୀ ନିର୍ମଳା କୌରଙ୍କ କରୋନାରେ ମୃତ୍ୟୁ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୪-୦୬-୨୦୨୧
ପରଲୋକରେ ଟ୍ରାକ କିମ୍ବଦନ୍ତୀ ମିଲଖା ସିଂହଙ୍କ ପତ୍ନୀ ନିର୍ମଳ କୌର । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଚଳିତ ବର୍ଷ ମେ ମାସରେ ସେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ । “କୋରୋନା ଯୁଦ୍ଧରେ ହାରିଗଲେ ନିର୍ମଳ!-->!-->!-->!-->!-->…
କ୍ରମାଗତ ଭାବରେ ଖସୁଛି କରୋନା !!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୪-୦୬-୨୦୨୧
ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ପଜିଟିଭ୍!-->!-->!-->!-->!-->…
ଟଳିଲା ବନ୍ଯା ବିପଦ, ଲଗାଣ ବର୍ଷାର ସମ୍ଭାବନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୪-୦୬-୨୦୨୧
ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ରାଜ୍ୟକୁ ଛୁଇଁଛି । ମୌସୁମୀ ୧୦ ତାରିଖରୁ ଦକ୍ଷିଣ ଓଡ଼ିଶାକୁ ଛୁଇଁଥିଲା ବେଳେ ରବିବାର ସାରା ଓଡ଼ିଶାକୁ ଛୁଇଁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେବେ!-->!-->!-->!-->!-->…
କରୋନାରେ ପହିଲି ରଜ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୪-୦୬-୨୦୨୧
ଓଡିଆରେ ବାର ମାସରେ ତେର ପରବ ମଧ୍ୟରୁ ରଜ ପର୍ବର ରହିଛି ଅନେକ ସ୍ୱତନ୍ତ୍ରତା । ଜ୍ୟେଷ୍ଠ ମାସରେ ପାଳନ ହୋଇଥାଏ ୩ ଦିନିଆ ରଜ ମହୋତ୍ସବ । ପ୍ରଥମରେ ପହିଲି ରଜ, ୨ୟରେ ରଜ ସଂକ୍ରାନ୍ତି ଏବଂ ତୃତୀୟରେ ଭୂମିଦହନ । ତେବେ ଏହି ୩!-->!-->!-->!-->!-->…
ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା କହିଲେ ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ:
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୩-୦୬-୨୦୨୧
ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ପାଇଲା ପରେ ର୍ନିଦ୍ଧିଷ୍ଟ ଦୋକାନ ଉପରେ ଚଢ଼ାଉ କରାଯାଇ ୧୭୦ଟି favipiravir ବକ୍ସ ଜବତ କରାଯିବା ସହ ୨୭!-->!-->!-->!-->!-->…
ଲଘୁଚାପ ବର୍ଷା ଧୋଇନେଉଛି ରାସ୍ତା, କାହାର ନାହିଁ ନିଘା !!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୩-୦୬-୨୦୨୧
କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତାଟି ଅତି ନିମ୍ନମାନର କାମ ହେଇଥିବା ହେତୁ ଲଘୁଚାପ ବର୍ଷାରେ ଡାଇଭର୍ସନରେ ଧୋଇଯାଇଛି। ତେଣୁ ନରଣପୁର ବ୍ରାହ୍ମଣୀପାଳରେ ଯୋଗାଯୋଗ ବିଚ୍ଛିନ୍ନ!-->!-->!-->!-->!-->…
