News portal website
before header
[URIS id=5393]

ଖେଳୁଥିବା ବେଳେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ; ୩ଅଭିଯୁକ୍ତ ଗିରଫ!!

0 178

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୪-୦୬-୨୦୨୧

ଆସିକା ଖମ୍ବେଶ୍ୱରୀ ମନ୍ଦିର ପଛପଟେ ପୁରୁଣା କୁମ୍ଭାର ସାହିର ଆକାଶ ବେହେରା ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳୁଥିବା ସମୟରେ ହଟାତ ଖମ୍ବେଶ୍ବରୀ ପାଟଣାର ୩ ଜଣ ଯୁବକ ଆସି ଆକାଶକୁ ଗାଳି ଗୁଲଜ କରିବା ସହ ଖେଳ ବନ୍ଦ କରିବାକୁ କହିଥିଲେ। ଆକାଶ ତାର ସାଙ୍ଗମାନେ ସେମାନଙ୍କ କଥାକୁ ଗୁରୁତ୍ବ ନଦେଇ ଖେଳ ଜାରି ରଖିଥିଲେ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏଥିରେ ରାଗିଯାଇ ସଂଘବଢ ଭାବେ କ୍ରିକେଟ ଷ୍ଟମ୍ପରେ ଆକ୍ରମଣ କରି ଆକାଶଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି।ସେ ମେଡିକାଲରେ ଚିକିତ୍ସିତ ହେବାପରେ ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ୩ ଅଭିଯୁକ୍ତ ରବି ବିଷୋୟୀ, ବବିଲୀ ଜେନା ଓ ବଳି ମହାରଣା ଙ୍କୁ ଗିରଫ କରି କେସ ନଂ ୩୬୧/୨୧ ଅନୁଯାୟୀ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.