News portal website
before header
[URIS id=5393]

ଲଘୁଚାପ ବର୍ଷା ଧୋଇନେଉଛି ରାସ୍ତା, କାହାର ନାହିଁ ନିଘା !!

0 427

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୩-୦୬-୨୦୨୧

କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତାଟି ଅତି ନିମ୍ନମାନର କାମ ହେଇଥିବା ହେତୁ ଲଘୁଚାପ ବର୍ଷାରେ ଡାଇଭର୍ସନରେ ଧୋଇଯାଇଛି। ତେଣୁ ନରଣପୁର ବ୍ରାହ୍ମଣୀପାଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ସେଠାରେ ଗତ କିଛି ଦିନ ହେବ ରେଳ ଲାଇନର ଦୋହରୀକରଣ କାମ ଚାଲିଥିବାରୁ ନୂତନ ଓଭର୍‌ ବ୍ରିଜ କାମ ଚାଲିଥିଲା। ଯାହାକୁ ନେଇ ବ୍ରିଜ ନିର୍ମାଣ ନିମନ୍ତେ ଠିକା କମ୍ପାନୀ ପକ୍ଷରୁ ନିକଟରେ ଏକ ଡାଇଭର୍ସନ୍‌ ରାସ୍ତା ନିର୍ମାଣ କରାଯାଇଥିଲା।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଡାଇଭର୍ସନ ରାସ୍ତାଟି ଏତେ ନିମ୍ନମାନର କରାଯାଇଛି ଯେ କଙ୍କଡାନାଳରେ ପାଣି ଯିବା ପାଇଁ କମ୍‌ ଆୟତ୍ତନର ହୋମ୍‌ ପାଇପ୍‌ ଲଗାଯାଇଥିବାରୁ ପାଣିଚାପରେ ରାସ୍ତା ଧୋଇଯାଇଛି ।ଲଘୁଚାପଜନିତ ବର୍ଷା ଯୋଗୁଁ ଅଧିକ ମାତ୍ରାରେ ପାଣି ପ୍ରବାହିତ ଯୋଗୁ ହୋମ୍‌ ପାଇପ୍‌ ମଧ୍ୟରେ ନଯାଇପାରି ରାସ୍ତାଟି ସମ୍ପୂର୍ଣ୍ଣ ଧୋଇ ହୋଇଗଲା ଶନିବାର ଏହି ରାସ୍ତାରେ ଗାଡ଼ି ଦୁଇ ପାଶ୍ୱର୍ରେ ଛିଡ଼ା ହୋଇରହିଥିବା ସହ ବାଟୋଇ ଲୋକଙ୍କ ଭିଡ଼ ଜମିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.