News portal website
before header
[URIS id=5393]

ମିଲ୍‌ଖା ସିଂହଙ୍କ ପତ୍ନୀ ନିର୍ମଳା କୌରଙ୍କ କରୋନାରେ ମୃତ୍ୟୁ

0 170

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୪-୦୬-୨୦୨୧

ପରଲୋକରେ ଟ୍ରାକ କିମ୍ବଦନ୍ତୀ ମିଲଖା ସିଂହଙ୍କ ପତ୍ନୀ ନିର୍ମଳ କୌର । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଚଳିତ ବର୍ଷ ମେ ମାସରେ ସେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ । “କୋରୋନା ଯୁଦ୍ଧରେ ହାରିଗଲେ ନିର୍ମଳ ମିଲଖା ସିଂହ । ରବିବାର ଅପରାହ୍ନ ୪:୦୦ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।” ତାଙ୍କ ପରିବାର ପକ୍ଷରୁ ଏକ ବିବୃତିରେ ଏକା କୁହାଯାଇଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ନିର୍ମଳ କୌର ପୂର୍ବରୁ ପଞ୍ଜାବର ସରକାରରେ ସ୍ପୋର୍ଟ୍ସ ଫର୍‌ ଓମେନ ର ନିର୍ଦ୍ଦେଶିକା ରହିସାରିଛନ୍ତି । ମହିଳା ଭାରତୀୟ ଜାତୀୟ ଭଲିବଲ ଟିମର ମଧ୍ୟ ପୂର୍ବରୁ ଅଧିନାୟିକା ରହିଛନ୍ତି । ପଞ୍ଜାବ କ୍ରୀଡାର ମନ୍ତ୍ରୀ ରାଣା ଗୁରୁମିତ ସିଂହ ସୋଧୀ, ନିର୍ମଳ ମିଲଖା ସିଂହଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି ।

ଦୁଇ ସପ୍ତାହ ତଳେ ପୂର୍ବତନ ଭାରତୀୟ ଧାବକ ମିଲଖା ସିଂହ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଚଣ୍ଡିଗଡରେ ସ୍ଥିତ ନିଜ ଘରେ ଆଇସୋଲେସନରେ ରହିବା ପରେ ବର୍ତ୍ତମାନ ଚଣ୍ଡିଗଡର PGIMER ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କ୍ରମାଗତ ଉନ୍ନିତି ଘଟୁଥିବା PGIMER ଚଣ୍ଡିଗଡର ନିର୍ଦ୍ଦେଶକ ଡକ୍ଟର ଜଗତ ରାମ କହିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.