Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
Browsing Category
ଓଡିଶା
ରାସ୍ତାରୁ ସିଧା ନଦୀକୁ ଖସି ପଡିଲା କାର ; ଜଣେ ମୃତ, ୭ ଯୁବକ ଉଦ୍ଧାର!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୩-୦୬-୨୦୨୧
ୟୁପିର ରାଜଧାନୀ ଲକ୍ଷ୍ନୌରେ ବନ୍ଧୁଙ୍କ ଘରୁ ପାର୍ଟି ସାରି ଫେରୁଥିବା ସମୟରେ ଯୁବକଙ୍କ କାର ଖସିଯିବା କାରଣରୁ ନଦୀରେ ବୁଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ଡ୍ରାଇଭର ସମେତ ଆଠ ଜଣ କାରରେ ଥିଲେ। ଘଣ୍ଟା ଘଣ୍ଟା ପରିଶ୍ରମ ପରେ!-->!-->!-->!-->!-->…
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୩-୦୬-୨୦୨୧
ରଥାଯାତ୍ରାକୁ ନେଇ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ। ପୁରୀ ରଥଯାତ୍ରା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହୋଇପାରିବନି ରଥଯାତ୍ରା। ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି!-->!-->!-->!-->!-->…
ଆସନ୍ତା ୨୭ ତାରିଖ ଯାଏଁ ଜାରି ରହିବ ପ୍ରବଳ ବର୍ଷା!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୩-୦୬-୨୦୨୧
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆସନ୍ତା ୨୭ ତାରିଖ ଯାଏଁ ଜାରି ରହିବ ବର୍ଷା । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ୭!-->!-->!-->!-->!-->…
ଚବିଶ ଘଣ୍ଟାରେ ଯାଜପୁରରୁ ଅଧିକ ସଂକ୍ରମିତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୩-୦୬-୨୦୨୧
ରାଜ୍ୟରେ ଆଜି ପୁଣି ତିନି ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି କମ ରହିଥିବାବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା!-->!-->!-->!-->!-->…
ବ୍ୟବସାୟକ ପ୍ରତିଷ୍ଠାନ ଖୋଲିଲେ ଟୀକା ନେବା ବାଧ୍ୟତା ମୂଳକ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୬-୨୦୨୧
ଗଞ୍ଜାମ ଜିଲ୍ଲାରେ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଲାବନ୍ଦ କଟକଣା ମଧ୍ୟରେ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ!-->!-->!-->!-->!-->…
ରାଜସ୍ଥାନ ପରେ ଓଡିଶାରେ ଡିଜେଲ୍ ମୂଲ୍ୟ ୧୦୦ ଟଙ୍କା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୬-୨୦୨୧
ପେଟ୍ରୋଲ ପରେ ଡିଜେଲ୍ ଦାମ ମଧ୍ୟ ନିଜର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ରାଜସ୍ଥାନ ପରେ ଓଡିଶାରେ ଡିଜେଲ୍ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ମଙ୍ଗଳବାର ତୈଳ ଦର ପୁଣି ଥରେ ବଢିବାରୁ ରାଜ୍ୟରେ ଡିଜେଲ୍ ଲିଟର ପିଛା!-->!-->!-->!-->!-->…
ଲକଡାଉନରେ ବଢୁଛି ସାଇବର ଅପରାଧ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୬-୨୦୨୧
ନୂଆ ନୂଆ ତରିକା ଆପଣୁଛନ୍ତି ସାଇବର ଠକ । କେତେବେଳେ ଫେସବୁକ ହ୍ୟାକ୍ କରି ମେସେଞ୍ଜରରେ ମେସେଜ କରି ଟଙ୍କା ମାଗିବା ହେଉ ତ କେତେବେଳେ ଅନ୍ୟ କୌଣସି ଉପାୟରେ ଲୋକଙ୍କୁ ଠକିବାରେ ଓସ୍ତାଦ ପାଲଟିଲେଣି ଠକ । ଏଥର କିନ୍ତୁ ଭିନ୍ନ!-->!-->!-->!-->!-->…
ସିବିଏସଇ ଓ ଆସିଏସଇ ଢାଞ୍ଚାକୁ ସୁପ୍ରିମକୋର୍ଟ ଅନୁମତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୬-୨୦୨୧
ସୁପ୍ରିମକୋର୍ଟ ଆଜି ସିବିଏସଇ ଓ ଆଇସିଏସଇଙ୍କ ମୂଲ୍ୟାୟନ ନୀତିକୁ ମଞ୍ଜୁର କରିଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନର ଆକଳନରେ ବୋର୍ଡଙ୍କ ଏହି ପ୍ରକ୍ରିୟା ନିରପେକ୍ଷ ଓ ଉଚିତ୍ ବୋଲି କୋର୍ଟ କହିଛନ୍ତି। ଏହା ସହ ସିବିଏସଇ ଓ!-->!-->!-->!-->!-->…
ବିଚ୍ ରାସ୍ତାରେ ହାତ ବାନ୍ଧି ଯୁବକକୁ ନିର୍ଧୁମ ମାଡ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୬-୨୦୨୧
ପୁଣି ଆସିଲା ଛାତିଥରା ଦୃଶ୍ୟ ଭଦ୍ରକ ଧାମନଗର ସହରରେ ଯୁବକଙ୍କୁ ରସିରେ ବାନ୍ଧି ଅତି ଅମାନୁଷିକ ଭାବେ ଗୋଡାଇ ଗୋଡାଇ ପିଟିଲେ ଭାଇ ଭଉଣି । ସୁଚନା ଅନୁଯାୟୀ ଉକ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଟଙ୍କା ହ୍ୟାକ୍ କରି ନେଇଥିବା!-->!-->!-->!-->!-->…
ଚଣ୍ଡିଖୋଲ କୋର୍ଟ ପରିସରରେ,ଦ୍ବିତୀୟ ଜେଏମଏଫସି କୋର୍ଟ!
ଅଷ୍ଟିନ ନ୍ୟୁଜ/ଯାଜପୁର
ତା-୨୧-୦୬-୨୦୨୧
ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଦ୍ବିତୀୟ ଜେଏମଏଫସି କୋର୍ଟ ଖୋଲିଲା । ଯାଜପୁର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଶ୍ରୀକାନ୍ତ କୁମାର ମିଶ୍ର ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଆଉ ଗୋଟିଏ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଉଦଘାଟନ!-->!-->!-->!-->!-->…
