News portal website
before header
Browsing Category

ଓଡିଶା

ସବୁ କଲେଜ ଓ ବିଶ୍ବବିଦ୍ୟାଳୟ ଆଜିଠାରୁ ଖୋଲା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୭-୨୦୨୧ ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି । ସମସ୍ତ କର୍ମଚାରୀ ପୂର୍ବଭଳି କାର୍ଯ୍ୟରେ ଯୋଗ ଦେବେ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର…

ଅକ୍ଟୋବରରୁ ବଢିଚାଲିବ ୩ୟ ଲହର ସଂକ୍ରମଣ ସଂଖ୍ଯା:ବରିଷ୍ଠ ବିଶେଷଜ୍ଞଙ୍କ ଆକଳନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୭-୨୦୨୧ କରୋନା ଦ୍ୱିତୀୟ ଲହର ଥମିଥିବା ବେଳେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି କରୋନା ମାମଲା ଉପରେ ନଜର ରଖୁଥିବା…

ଦୈନିକ ସଂକ୍ରମଣ ୨୮୦୩

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୭-୨୦୨୧ ଟ୍ବିନସିଟିରେ କରୋନା ସଂକ୍ରମଣ କମୁଥିବା ଜଣାପଡିନି । ସମାନ ପରିସ୍ଥିତି ବଳବତ୍ତର ରହିଥିବାବେଳେ ବିଶେଷ ପରିବର୍ତ୍ତନ ଦେଖାଯାଇନି । ଗତ ୨୪ ଘଣ୍ଟା ମଧ୍ୟରେ ପୂରା ରାଜ୍ୟରୁ ୨୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

୧୦୦ ରୁ ଅଧିକ ଗୋରୁ ନେଇ ଯାଉଥିବା କଣ୍ଟେନର ଅଧିକ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୭-୨୦୨୧ ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ । ସକାଳୁ ଗୋଟିଏ କଣ୍ଟେନରରୁ ୧୦୦ରୁ ଅଧିକ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମ ବାସୀ । ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଜଵାହାଳ ଗାଁ କାଳୀ ମନ୍ଦିର ନିକଟରେ ସକାଳ ସମୟରେ…

ରାଜସ୍ଥାନ କୁ ଗଞ୍ଜେଇ ଚାଲାଣ ବେଳେ ରାୟଗଡ଼ା ପୋଲିସର ଚଢାଉ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୭-୨୦୨୧ ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ବଡ ସଫଳତା । ଢେପାଗୁଡା ନିକଟରେ ଟ୍ରକରେ ରାଜସ୍ଥାନ ଆଜମେରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଲୋଡିଂ ହେଉଥିବା ବେଳେ ଚଢାଉ କରିଥିଲା ପୋଲିସ । ଘଟଣାରେ ୬ ଜଣ ଚୋରା ଚାଲାଣକାରୀକୁ…

ଶ୍ରୀ ଜିୟୁଙ୍କ ଅଣସର ସେବା ଜାରିରହିଛି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୭-୨୦୨୧ ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉ ମାନଙ୍କ ଅଣସର ସେବା ପୂଜା। ଆଜି ଦଶମୀ ତିଥିରେ ଶ୍ରୀଜିଉଙ୍କ ଚକା ବିଜେ ନୀତି କରାଯିବ। ଦଶମୀ ତିଥିରେ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ…

ବ୍ରହ୍ମପୁର ପାଇଁ ୧ଲକ୍ଷ ୪୦ ହଜାର ଟୀକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୭-୨୦୨୧ ଏଥର ଟଳିବ ଟିକା ସଂକଟ। ବ୍ରହ୍ମପୁରରେ ପହଞ୍ଚିଲା କୋଭାକ୍ସିନ ଟିକା । ଭୁବନେଶ୍ବର ପରେ ଏଣିକି ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ କୋଭାକ୍ସିନ୍ ଟିକା ଦେବା ପାଇଁ ଗଞ୍ଜାମ…

୩୪ଟି ମାଛର ଦାମ ୧ କୋଟି ୧୨ଲକ୍ଷ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୭-୨୦୨୧ ବିରଳ ପ୍ରଜାତିର ମାଛ ଉଦ୍ଧାର, ବିକ୍ରି ହେଲା ୧ କୋଟି ୧୨ ଲକ୍ଷ ଟଙ୍କା । ଓଡିଶା- ବେଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳର ଦିଘାରୁ ୩୪ଟି ବିରଳ ଭେକ୍ଟୀ ମାଛ ଧରି ଆଜି ମତ୍ସ୍ୟଜୀବୀ ଏକ କମ୍ପାନୀକୁ ୧ କୋଟି ୧୨ ଲକ୍ଷ ଟଙ୍କାର ଲାଭରେ…

ତିନି ହଜାର ମୁହାଁ କରୋନା ସଂକ୍ରମଣ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୭-୨୦୨୧ କରୋନା ସଂକ୍ରମଣ କ୍ରମାଗତ ଭାବେ କମୁଥିବାର ଜଣାପଡିଛି । ଆଜି କଟକରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୨୮୭୦ ଜଣ କରୋନା ପଜିଟିଭ ରାଜ୍ୟରୁ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ…

ଉଦଳାରେ ମଲ୍ଟି ପ୍ରପୋଜ ଇନଡୋର ଷ୍ଟାଡିୟମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୭-୨୦୨୧ ଉଦଳାରେ ଏକ ମଲ୍ଟି ପ୍ରପୋଜ ଇନ୍‌ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ କ୍ରୀଡାବିତ, ସମାଜସେବୀ ଓ ବରିଷ୍ଠ ରାଜନେତାଙ୍କ ସହ ୫-ଟି ସଚିବ ଭି. କେ. ପାଣ୍ଡିଆନ ଆଲୋଚନା…