News portal website
before header
Browsing Category

ଓଡିଶା

ପାରିବାରିକ କଳହରୁ ଆତ୍ମହତ୍ୟା ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି। ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଲଷ୍ମୀସାଗର ଥାନା ସିଦ୍ଧିବିନାୟକ…

ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF)ରେ ନାହିଁ ଓଡ଼ିଶାର କୌଣସି କଲେଜ

ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF)ରେ ନାହିଁ ଓଡ଼ିଶାର କୌଣସି କଲେଜ। ଓଡ଼ିଶାର କୌଣସି କଲେଜ ଶ୍ରେଷ୍ଠ ୧୦୦ ମଧ୍ୟରେ ନାହିଁ। ଇଞ୍ଜିନିୟରିଂରେ NITକୁ ୧୫, ସୋଆକୁ ୨୭, IIT ଭୁବନେଶ୍ୱରକୁ ୩୬ ରାଙ୍କ ଇଂଜିନିୟରିଂରେ କିଟ୍‌କୁ ୪୨ ଓ ସିଭି ରମଣକୁ ୯୮ତମ ସ୍ଥାନ ମିଳିଛି ।

କ୍ରାଇମବ୍ରାଞ୍ଚ କବଜାରେ ଫେକ୍ ଲୋନ ଆପ ନିର୍ଦ୍ଦେଶକ

କ୍ରାଇମବ୍ରାଞ୍ଚ EOW କବଜାରେ ଫେକ୍ ଲୋନ ଆପ ନିର୍ଦ୍ଦେଶକ । ଲୋନ ଆପ ନିର୍ଦ୍ଦେଶକକୁ ଦିଲ୍ଲୀରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଲୋକଙ୍କୁ ଅନଲାଇନରେ ଇନଷ୍ଟାଣ୍ଟ୍‌ ଲୋନ ଦେବାକୁ କହି ଠକୁଥିଲେ । ଦେଶର ୫୦ହଜାର ଲୋକଙ୍କୁ ଠକିଥିବା ସୂଚନା ।ଗିରଫ ଅଭିଯୁକ୍ତର ଚାଇନା ପର୍ଯ୍ୟନ୍ତ ଲିଙ୍କ ଥିବା…

ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି

ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି। କୋଲକାତା ସାଇନ୍ସ ସିଟି ଭଳି ଭୁବନେଶ୍ୱରରେ ମଧ୍ୟ ସାଇନ୍ସ ସିଟି ହେବ। ଆଜି ଏ ନେଇ ବିଧାନସଭାରେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୩୦ ଏକର ଜମି ଯୋଗାଇ ଦେଇଛନ୍ତି। ସେହିପରି ପୁରୀରେ…

ଧବଳେଶ୍ୱର ପୀଠକୁ ବାହୁଙ୍ଗି ଆଣିବା ମନା

ଚଳିତ ବର୍ଷ ଧବଳେଶ୍ୱର ପୀଠକୁ କାଉଡ଼ିଆ ମାନଙ୍କୁ ବାହୁଙ୍ଗି ଆଣିବା ମନା । ପୀଠ ଭିତରକୁ ବାହୁଙ୍ଗି ଆଣିବାକୁ ବାରଣ କଲେ ଆଠଗଡ଼ ଉପଜିଲ୍ଲାପାଳ। ନିର୍ଦ୍ଦେଶ ଅନୁସାରେ ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ିଆ ବାହୁଙ୍ଗି ଆଣିବେ ଓ ସେଠାରେ ରଖିବେ। ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ…

ବିଧାନସଭାରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

ବିଧାନସଭାର ଶୂନ୍ୟକାଳରେ ଉଠିଛି ସୀମା ସୁରକ୍ଷା ପ୍ରସଙ୍ଗ। କୋରାପୁଟ ଜିଲ୍ଲା କୋଟିଆ କଥା ଉଠାଇ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ। ପଡୋଶୀ ଆନ୍ଧ୍ର ସରକାର ସୀମାବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ…

ପ୍ରଶ୍ନପତ୍ର ଲିକ୍ ପଛରେ ଏକ୍‌ଜାମିନରଙ୍କ ହାତ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଏକ ସାଂଘାତିକ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲ। ସେ କହିଛନ୍ତି ଯେ ଲିକ୍ ପଛରେ ଜଣେ ଏକ୍‌ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ…

ଋଣ ଟଙ୍କା ଶୁଝି ନ ପାରିବାରୁ ରଶି ଲଗାଇ ଆତ୍ମହତ୍ୟା

ଋଣ ଟଙ୍କା ଶୁଝି ନ ପାରିବାରୁ ରଶି ଲଗାଇ ଆତ୍ମହତ୍ୟା କଲେ ଦୀନବନ୍ଧୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ସାପାଗଡ଼ିଆ ଗାଁରେ। ମିଳିଥିବା ସୂଚନା ମୁତାବକ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସାପାଗଡ଼ିଆ ଗାଁର ଦୀନବନ୍ଧୁ ମଣ୍ଡଳ। ଦୀନବନ୍ଧୁ ଘରୋଇ ବ୍ୟାଙ୍କରୁ ଋଣ ସୁଝି…

ଚର୍ଚ୍ଚାରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ମ୍ୟାଡାମଙ୍କ ପ୍ରେମ ସଂପର୍କ

ପୁଣି ଅଡୁଆରେ ପଡିଛନ୍ତି ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ମ୍ୟାଡାମଙ୍କ ଗାଡି ଧକ୍କାରେ ୩ ଜଣ ପ୍ରାଣ ହରାଇଥିବା ଘଟଣା ଏବେ ବିବାଦର କେନ୍ଦ୍ର ପାଲଟିଥିବା ବେଳେ ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର…

୪୪ତମ ଚେସ ଅଲମ୍ପୟାଡ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ମଶାଲ

ଜୁଲାଇ ୨୮ରେ ମହାବଳିପୁରମରେ ହେବାକୁ ଥିବା ୪୪ ତମ ଚେସ ଅଲମ୍ପୟାଡ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛି ମଶାଲ । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ ଆସୋସିଏସନର କର୍ମକର୍ତ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି । ରାଜ୍ୟ ଲୋକସେବା ଭବନ କନଭେନସନ ହଲରେ ଏହି ମସାଲକୁ ସ୍ୱାଗତ…