News portal website
before header
Browsing Category

ଓଡିଶା

ଏଣିକି ୪୦୦ ଟଙ୍କାରେ RTPCR ଟେଷ୍ଟ

ଭୁବନେଶ୍ବର: କୋଭିଡ ପରୀକ୍ଷା ପାଇଁ ଆଉ ଦେବାକୁ ପଡିବନି ମୋଟା ଅଙ୍କର ଟଙ୍କା। କାରଣ ସାଧାରଣ ଜନତାଙ୍କୁ ସୁହାଇଲା ଭଳି  ଫି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି …

ସବୁ ଜରୁରୀ ସହାୟତା ପାଇଁ ଡାଏଲ କରନ୍ତୁ – ୧୧୨

ଭୁବନେଶ୍ବର: ତା-୦୨-୧୨-୨୦୨୦ ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ ।ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ…

୩ ଦିନିଆ ରିମାଣ୍ଡରେ ଗଲେ IFS ଅଭୟକାନ୍ତ

ଭୁବନେଶ୍ୱର: ତା-୦୨-୧୨-୨୦୨୦  ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଥିଲା । ତେବେ ଆଜି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।  ଅନ୍ୟପଟେ ବାପାପୁଅଙ୍କ ଆକାଉଣ୍ଟର…

ଘରୋଇ ସ୍କୁଲ୍ ଫି ‘ ଉପରେ ସରକାରଙ୍କ ନାହିଁ ନିୟନ୍ତ୍ରଣ

ଭୁବନେଶ୍ଵର:  ତା-୦୨-୧୨-୨୦୨୦ ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏହି ସତ୍ୟପାଠରେ ସରକାର ଦର୍ଶାଇଛନ୍ତି, ଘରୋଇ ସ୍କୁଲଗୁଡ଼ିକର ଫି’କୁ ରାଜ୍ୟ ସରକାର ନିୟନ୍ତ୍ରଣ କରିପାରିବେ ନାହିଁ। ରାଜ୍ୟରେ ଏତେ ସରକାରୀ ସ୍କୁଲ…

ପରୀ ମୃତ୍ୟୁ ମାମଲାର ରହସ୍ୟ ଖୋଲିବେ ବୋଥ୍ରା

ଭୁବନେଶ୍ବର:  ତା-୧-୧୨-୨୦୨୦ ବହୁ ଚର୍ଚ୍ଚିତ ନୟାଗଡର ୫ ବର୍ଷର କୋମଳମତି ଶିଶୁ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହୋଇଛି । ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ନେତୃତ୍ୱରେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏହି ତଦନ୍ତ ଆଗକୁ ବଢିବ। । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ…

ଆସିଲା ଡିସେମ୍ବର ଗାଇଡଲାଇନ : ଜାଣନ୍ତୁ କଣ ଖୋଲିବ ଓ ବନ୍ଦ ରହିବ

ଭୁବନେଶ୍ୱର: ତା-୩୦-୧୧-୨୦୨୦  ଡିସେମ୍ବର ମାସ ପାାଇଁରାଜ୍ୟ ସରକାର ଜାରି କରିଛନ୍ତି ଗାଇଡଲାଇନ।  ଡିସେମ୍ବର ୩୧ ଯାଏ ଏହି ଗାଇଡଲାଇନ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରେ ଲକ୍‌ ଡାଉନ ଜାରି କରାଯାଇପାରିବ। ସ୍ଥାନୀୟ ପ୍ରଶାସନ  କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ। ଟେଷ୍ଟିଂ, ଟ୍ରେସିଂ…

ପାଠକ ଲିଙ୍କରେ ବିଜେଡିରୁ ବହିଷ୍କୃତ ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ତା-୨୯-୧୧-୨୦୨୦ କୋଟିପତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଲିଙ୍କରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତାଙ୍କୁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଲୋକ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପ…

ଅରୁଣ କରିପାରିବେ ତ ?ଅରୁଣଙ୍କ ପର୍ଦା ଫାସ !

ଭୁବନେଶ୍ୱର ତା-୨୮-୧୧- ୨୦୨୦ ପରୀ ହତ୍ୟା ମାମଲାର ତଦନ୍ତ କରିବେ ଆଇଜି ଅରୁଣ ବୋଥ୍ରା ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ SIT ଗଠନ କରିଛନ୍ତି ରାଜ୍ୟ ସରକାର। SITର ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ମିଳିଛି । ଏହି ଟିମରେ…

କୁଆଡେ ଗଲେ ଶିଶୁ ଆୟୋଗ ଓ ଶିଶୁ ମନ୍ତ୍ରୀ:ପରୀ ହତ୍ଯା ଘଟଣା।

ଭୁବନେଶ୍ୱର ତା-୨୮-୧୧-୨୦୨୦ ପରୀ ହତ୍ୟା ମାମଲା: କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ଶିଶୁ ଆୟୋଗ ଓ ମନ୍ତ୍ରୀ? ନୟାଗଡ଼ ‘ପରୀ’ ହତ୍ୟା ମାମଲାକୁ ନେଇ ରାଜନୀତିକ ବୟାନବାଜି ଓ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଜୋର ଧରିଥିବାବେଳେ…

ହାତଗଣ୍ଠି ପୂର୍ବରୁ ହାତକଡି

ଭୁବନେଶ୍ୱର : ତା-୨୮-୧୧-୨୦୨୦ ବିବାହ ହାତଗଣ୍ଠି ପୂର୍ବରୁ ପଡିଲା ହାତକଡି। କୋଟିପତି ଆଇଏଫଏସ୍ ଅଫିସର ଅଭୟକାନ୍ତଙ୍କ ପୁଅ ଆକାଶର ଆଉ ମାତ୍ର ୧୫ ଦିନ ପରେ ବିବାହ ହାତଗଣ୍ଠି ପଡିବାକୁ ଯାଉଥିଲା । ବିଜେଡି  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହିତ ଡିସେମ୍ବର ୧୧ ତାରିଖରେ ଆକାଶର…