News portal website
before header
[URIS id=5393]

ଏଣିକି ୪୦୦ ଟଙ୍କାରେ RTPCR ଟେଷ୍ଟ

0 177

ଭୁବନେଶ୍ବର: 

କୋଭିଡ ପରୀକ୍ଷା ପାଇଁ ଆଉ ଦେବାକୁ ପଡିବନି ମୋଟା ଅଙ୍କର ଟଙ୍କା। କାରଣ ସାଧାରଣ ଜନତାଙ୍କୁ ସୁହାଇଲା ଭଳି  ଫି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶ ପାଇଥିବା ବିଜ୍ଞପ୍ତି  ଅନୁଯାୟୀ,  ଘରୋଇ ଲ୍ୟାବ୍‌ରେ RTPCR ଟେଷ୍ଟ ପାଇଁ ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ। ତେବେ ଉଲ୍ଲେଖନୀୟ କଥା ହେଉଛି GST ସହ ଟେଷ୍ଟ ଫି ମିଶି ଏହି ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର।  ସରକାରୀ ଭାବେ କରୋନା ଟେଷ୍ଟ କରିବାକୁ ଚାହୁଁ ନ ଥିବା ଲୋକ ନିଜ ଇଚ୍ଛା ଅନୁଯାୟୀ ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରିପାରିବେ। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.