News portal website
before header
Browsing Category

ଅପରାଧ

ଆସିଲା ମାହାଙ୍ଗା ହତ୍ଯାର ପୋଷ୍ଟ ମର୍ଟମ ରିପୋର୍ଟ!

ଅଷ୍ଟିନ୍ ନ୍ଯୁଜ/କଟକ ତା-୧୯-୦୪-୨଼୦୨୨ କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।ହତ୍ୟା ପାଇଁ ଧାରୁଆ ଅସ୍ତ୍ର

ଅବହେଳିତ ଓ ଶୋଷିତ ଚାଷୀଙ୍କ ଭିଜିଲାନ୍ସ ଅଧୀକାରୀଙ୍କୁ ଲିଖିତ ଚିଠି।

ଭିଜିଲାନ୍ସ ସ୍କାନରରେ ସମବାୟ ସମିତି ବିଭାଗ! ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୧-୦୪-୨୦୨୨ କାହା ଚାପରେ ତଦନ୍ତ ଚେପା? ବହୁଚର୍ଚ୍ଚିତ ସାଉଡିଆ ସମବାୟ ସମିତିରେ ହୋଇଥିବା ଚାଷୀଙ୍କ ଅଭିଯୋଗ ଏବଂ ଅନିୟମିତତାକୁ ନେଇ ସର୍ବସାଧାରଣରେ ଉଠିଥିବା ପ୍ରଶ୍ନରେ କିଏ ଦେବ ଉତ୍ତର?ଆଗାମୀ

ଆରମ୍ଭ ହେଲା ନିର୍ବାଚନ ହିଂସା।

ନିର୍ବାଚନ ପ୍ରଚାରକୁ କେନ୍ଦ୍ର କରି ସାଉଡିଆ ପଞ୍ଚାୟତରେ ଗଣ୍ଡଗୋଳ;ଗୋଟିଏ ପକ୍ଷ ଥାନାର ଦ୍ବାରସ୍ଥ। ଅଷ୍ଟିନ୍ ନ୍ଯୁଜ/ବଡଚଣା ତା-୧୨-୦୨-୨୦୨୨ ବଡଚଣା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି;ନିର୍ବାଚନ ହିଂସା।ମାଇକ ପ୍ରଚାରକୁ କେନ୍ଦ୍ର କରି ସାଉଡିଆ ପଞ୍ଚାୟତରେ ବିଜେଡି

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବାଦ ପଡୁନାହାନ୍ତି ଛୋଟ ପିଲା।

ଅଷ୍ଟିନ୍ ନ୍ଯୁଜ/ବଡଚଣା ତା-୧୧-୦୨-୨୦୨୨ ନିର୍ବାଚନ ପ୍ରଚାରରେ ମଝିପଡାରେ ଛୋଟ ପିଲାଙ୍କୁ ବ୍ଯବହାର। ବିପଦପୂର୍ଣ୍ଣ ଅବସ୍ଥାରେ ଛୋଟ ପିଲାଙ୍କୁ ବସାଇ ଚାଲିଛି ନିର୍ବାଚନ ପ୍ରଚାର।ପ୍ରଚାର ଗାଡି, ଗାଡି ଓପରେ ବକ୍ସ, ବକ୍ସ ଓପରେ ଛୋଟ ପିଲା। ଆଉ ବେଧଡକ ଭାବେ ଚାଲିଛି, ପ୍ରଚାର

ମାଓବାଦୀଙ୍କ ଲ୍ୟାଣ୍ଡମାଇନରେ ପାଦ ଦେଇ ପ୍ରାଣ ହରାଇଲେ ସାମ୍ବାଦିକ!

କଳାହାଣ୍ଡି/ଅଷ୍ଟିନ ନ୍ଯୁଜ ତା-୦୬-୦୨- ୨୦୨୨ ଅତ୍ୟନ୍ତ ଦୁଃଖଦ ଖବର।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳରେ ଧରିତ୍ରୀ ଖବରକାଗଜର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କର ମାତ୍ର ୪୬ବର୍ଷ ବୟସରେ ଗତକାଲି ଏକ ଦୁଃଖଦ ପରିସ୍ଥିତିରେ ନିଧନ ଘଟିଛି ।

ମିଶନଶକ୍ତିର ମିଶନ ଦଳୀୟ ମିଶନ ଆଡ଼କୁ ଗଲାଣୀ !

ଓଡ଼ିଶା ଜୀବିକା ମିଶନ ଅଧୀନରେ ନିଯୁକ୍ତି ପାଇ ସରକାରୀ ତହବିଲରୁ ମାସିକ ୩ରୁ ୬ହଜାର ଟଙ୍କା ଦରମା ନେଇଥାନ୍ତି କର୍ମଚାରୀ।ପାରିତୋଷିକ ହିସାବରେ ଭାତିଆ ନେଇ ପୁଣି ଆନମନା ହୋଇ ଏବେ ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀଙ୍କ ପ୍ରଚାର କାମରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି।ବଡଚଣା