News portal website
before header
[URIS id=5393]

ଆସିଲା ମାହାଙ୍ଗା ହତ୍ଯାର ପୋଷ୍ଟ ମର୍ଟମ ରିପୋର୍ଟ!

0 542

ଅଷ୍ଟିନ୍ ନ୍ଯୁଜ/କଟକ

Notice

ତା-୧୯-୦୪-୨଼୦୨୨

କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।ହତ୍ୟା ପାଇଁ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିଲା,କ୍ଷତ ଚିହ୍ନରୁ ଜଣାପଡ଼ୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ହତ୍ୟା ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳିଛି। ହତ୍ୟା ପୂର୍ବରୁ ବିଷ ଦିଆଯାଇଥିବା ନେଇ ସନ୍ଦେହ କରାଯାଉଥିଲା,ହେଲେ ବିଷକ୍ରିୟା ଜନିତ ମୃତ୍ୟୁ ନେଇ ପୋଷ୍ଟମର୍ଟମ ରିପୋର୍ଟ ରିପୋର୍ଟରେ କୌଣସି ସୂଚନା ନଥିବା ଜଣାପଡ଼ିଛି। 

Leave A Reply

Your email address will not be published.