News portal website
before header
Browsing Category

ରାଜନୀତି

ଦଳୀୟ ଚାନ୍ଦା ଆକାରରେ ଏଚଡିଏଫସି କମ୍ପାନୀରୁ ୧୦୦କୋଟି ଟଙ୍କା ନେଇଛି ବିଜେଡି : ବିଜେପି

ପିଏମ୍ ଫସଲବୀମା ଟଙ୍କା ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀ ଓଡ଼ିଶାରେ ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ଆଣିଛି ବିଜେପି। ଦଳୀୟ ଚାନ୍ଦା ଆକାରରେ ଏହି ବୀମା କମ୍ପାନୀରୁ ୧୦୦କୋଟି ବିଜେଡି ନେଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।…

ରଜତ ଜୟନ୍ତୀ ସନ୍ଧ୍ଯାରେ ଯୋଗ ଦେଲେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ଏବଂ ସାଂସଦ ଅପରାଜିତା।

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର ତା-୩୧-୦୫-୨୦୨୨ ସାଧୁଚରଣ ବିଦ୍ଯାପୀଠର ରଜତ ଜୟନ୍ତୀ ସନ୍ଧ୍ଯାରେ ଯୋଗ ଦେଲେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ବିଦ୍ୟାପୀଠରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଭୁବନେଶ୍ବର ସାଂସଦ ଉନ୍ମୋଚନ…

ଆରମ୍ଭ ହେଲା ସାଧୁ ଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୩୧-୦୫-୨୦୨୨ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସାଧୁଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ ଆରମ୍ଭ ହୋଇଛି। ନୂତନ ଅନୁଦାନ ପ୍ରାପ୍ତ ଶ୍ରେଣୀ କୋଠରୀକୁ ବଡଚଣା ବିଧାୟକ ତଥା ବିଧାନସଭା ସଦାଚାର କମିଟି ଅଧକ୍ଷ ଅମର ପ୍ରସାଦ ଶତପଥୀ ଉଦଘାଟନ କରିଥିଲେ। …

ରାତି ପାହିଲେ ନିର୍ବାଚନ;ହୋର୍ଡିଂ ହଟାଉନି ପ୍ରଶାସନ!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୨୬-୦୫-୨୦୨୨ ରାତି ପାହିଲେ ଉପନିର୍ବାଚନ।ହେଲେ ଖାମଖିଆଲ ପ୍ରଶାସନ।ଦେଖୁଛନ୍ତି ତ ନିର୍ବାଚନ କମିଶନ।ଧାନମଣ୍ଡଳ ପଞ୍ଚାୟତରେ ଆସନ୍ତା କାଲି ସରପଞ୍ଚ ପଦବୀ କୁ ନେଇ ଉପନିର୍ବାଚନ ଥିବା ବେଳେ,ଧାମମଣ୍ଡଳ ବଜାର ଏବଂ ଦର୍ପଣ ତହସିଲ ପାଚେରୀ ବାଡରେ ଲାଗି…

କମ୍ଯୁନିଷ୍ଟ ନେତା ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୩-୦୫-୨୦୨୨ ଭୁବନେଶ୍ୱରର ପୂର୍ବତନ ସାଂସଦ ତଥା ବର୍ଷୀୟାନ କମ୍ୟୁନିଷ୍ଟ ରାଜନେତା ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ।ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବିଭିନ୍ନ ରାଜନେତା ସମାଜସେବୀ ଦୁଃଖ ପ୍ରକାଶ କରିଛନ୍ତି।ଏହା ସହ ଶୋକସନ୍ତପ୍ତ ପରିବାର…

କଂଗ୍ରେସ ଅଧ୍ଯକ୍ଷ ହେଲେ ଶରତ ପଟ୍ଟନାୟକ।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୩-୦୫-୨୦୨୨ ନୂତନ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି,କଂଗ୍ରେସ ନେତା ଶରତ ପଟ୍ଟନାୟକ।ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଦାୟିତ୍ୱରେ ଥିବା ବେଳେ ପୁଣି ଥରେ ଏଆଇସିସି ଭରସା କରି ଦାୟିତ୍ୱ ଦେଇଛି।

ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ ବେଳେ ଅନନ୍ତ ନାରାୟଣ ଗିରଫ!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୨୦-୦୫-୨୦୨୨ ବଡ଼ଚଣାର ବିଜେଡି ନେତା ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଗିରଫ ।ରେଭେନ୍ୟୁ ଇନସପେକ୍ଟର (RI)ଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଅପହରଣ ଉଦ୍ୟମ ଘଟଣାରେ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ । ସୂଚନା ଅନୁଯାୟୀ ଏକ ଜାଲ…

କଂଗ୍ରେସ ଛାଡିଲେ ହାର୍ଦ୍ଦିକ ପଟେଲ।

କଂଗ୍ରେସ ଛାଡିଲେ ହାର୍ଦ୍ଦିକ ପଟେଲ।ଏନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ କଂଗ୍ରେସ ଛାଡି ହାର୍ଦ୍ଦିକ କେଉଁ ଦଳରେ ଯୋଗ ଦେଉଛନ୍ତି ଦେଖିବାକୁ ବାକି ରହିଲା