News portal website
before header
Browsing Category

ରାଜନୀତି

ଆରମ୍ଭ ହେଲା ନିର୍ବାଚନ ହିଂସା।

ନିର୍ବାଚନ ପ୍ରଚାରକୁ କେନ୍ଦ୍ର କରି ସାଉଡିଆ ପଞ୍ଚାୟତରେ ଗଣ୍ଡଗୋଳ;ଗୋଟିଏ ପକ୍ଷ ଥାନାର ଦ୍ବାରସ୍ଥ। ଅଷ୍ଟିନ୍ ନ୍ଯୁଜ/ବଡଚଣା ତା-୧୨-୦୨-୨୦୨୨ ବଡଚଣା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି;ନିର୍ବାଚନ ହିଂସା।ମାଇକ ପ୍ରଚାରକୁ କେନ୍ଦ୍ର କରି ସାଉଡିଆ ପଞ୍ଚାୟତରେ ବିଜେଡି…

ଏମିତି ବି ପ୍ରେମ ହୁଏ;ବିବାଦରେ ବିଜେଡି ବିଧାୟକ।

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୧-୦୨-୨୦୨୨ ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଏବେ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି।ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇପଡିଛି।ବିଧାୟକ ଶ୍ରୀ ଦାସଙ୍କର ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ…

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବାଦ ପଡୁନାହାନ୍ତି ଛୋଟ ପିଲା।

ଅଷ୍ଟିନ୍ ନ୍ଯୁଜ/ବଡଚଣା ତା-୧୧-୦୨-୨୦୨୨ ନିର୍ବାଚନ ପ୍ରଚାରରେ ମଝିପଡାରେ ଛୋଟ ପିଲାଙ୍କୁ ବ୍ଯବହାର। ବିପଦପୂର୍ଣ୍ଣ ଅବସ୍ଥାରେ ଛୋଟ ପିଲାଙ୍କୁ ବସାଇ ଚାଲିଛି ନିର୍ବାଚନ ପ୍ରଚାର।ପ୍ରଚାର ଗାଡି, ଗାଡି ଓପରେ ବକ୍ସ, ବକ୍ସ ଓପରେ ଛୋଟ ପିଲା। ଆଉ ବେଧଡକ ଭାବେ ଚାଲିଛି, ପ୍ରଚାର…

ମାଓବାଦୀଙ୍କ ଲ୍ୟାଣ୍ଡମାଇନରେ ପାଦ ଦେଇ ପ୍ରାଣ ହରାଇଲେ ସାମ୍ବାଦିକ!

କଳାହାଣ୍ଡି/ଅଷ୍ଟିନ ନ୍ଯୁଜ ତା-୦୬-୦୨- ୨୦୨୨ ଅତ୍ୟନ୍ତ ଦୁଃଖଦ ଖବର।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳରେ ଧରିତ୍ରୀ ଖବରକାଗଜର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କର ମାତ୍ର ୪୬ବର୍ଷ ବୟସରେ ଗତକାଲି ଏକ ଦୁଃଖଦ ପରିସ୍ଥିତିରେ ନିଧନ ଘଟିଛି । …

ମିଶନଶକ୍ତିର ମିଶନ ଦଳୀୟ ମିଶନ ଆଡ଼କୁ ଗଲାଣୀ !

ଓଡ଼ିଶା ଜୀବିକା ମିଶନ ଅଧୀନରେ ନିଯୁକ୍ତି ପାଇ ସରକାରୀ ତହବିଲରୁ ମାସିକ ୩ରୁ ୬ହଜାର ଟଙ୍କା ଦରମା ନେଇଥାନ୍ତି କର୍ମଚାରୀ।ପାରିତୋଷିକ ହିସାବରେ ଭାତିଆ ନେଇ ପୁଣି ଆନମନା ହୋଇ ଏବେ ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀଙ୍କ ପ୍ରଚାର କାମରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି।ବଡଚଣା…