News portal website
before header
[URIS id=5393]

ମିଶନଶକ୍ତିର ମିଶନ ଦଳୀୟ ମିଶନ ଆଡ଼କୁ ଗଲାଣୀ !

0 252

ଓଡ଼ିଶା ଜୀବିକା ମିଶନ ଅଧୀନରେ ନିଯୁକ୍ତି ପାଇ ସରକାରୀ ତହବିଲରୁ ମାସିକ ୩ରୁ ୬ହଜାର ଟଙ୍କା ଦରମା ନେଇଥାନ୍ତି କର୍ମଚାରୀ।ପାରିତୋଷିକ ହିସାବରେ ଭାତିଆ ନେଇ ପୁଣି ଆନମନା ହୋଇ ଏବେ ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀଙ୍କ ପ୍ରଚାର କାମରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି।ବଡଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିତଳ ପଞ୍ଚାୟତର ଦକ୍ଷ ନଥିପତ୍ର ରକ୍ଷିକା(ଏମବିକେ) ସୁଜାତା ସାମଲ ଏବଂ ତେଲିଗଡ଼ ଗ୍ରାମର ଗୋଷ୍ଠୀ ସହାୟିକା (ସିଆରପି) ଅନୁସୁ୍ୟା ସାମଲ ଦୁହେଁ ପାର୍ଥୀଙ୍କ ସହ ପ୍ରଚାରରେ ବୁଲିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

Notice

ଯାଜପୁର ଜିଲ୍ଲାପାଳ ବଡଚଣା ନିର୍ବାଚନ କମିଶନର (ବିଡିଓ) ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିବା ଜଣାପଡିଛି।

ଦୁଇ ବ୍ଯକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ।ରାଜ୍ୟର ସମସ୍ତ ସିଆରପି ଏବଂ ଏମବିକେ ମାନେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ନିଶ୍ଚିତ ଭାବେ ସଚେତନ ହୋଇପାରିବେ।

Leave A Reply

Your email address will not be published.