News portal website
before header
[URIS id=5393]

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବାଦ ପଡୁନାହାନ୍ତି ଛୋଟ ପିଲା।

0 192

ଅଷ୍ଟିନ୍ ନ୍ଯୁଜ/ବଡଚଣା

Notice

ତା-୧୧-୦୨-୨୦୨୨

ନିର୍ବାଚନ ପ୍ରଚାରରେ ମଝିପଡାରେ ଛୋଟ ପିଲାଙ୍କୁ ବ୍ଯବହାର। ବିପଦପୂର୍ଣ୍ଣ ଅବସ୍ଥାରେ ଛୋଟ ପିଲାଙ୍କୁ ବସାଇ ଚାଲିଛି ନିର୍ବାଚନ ପ୍ରଚାର।ପ୍ରଚାର ଗାଡି, ଗାଡି ଓପରେ ବକ୍ସ, ବକ୍ସ ଓପରେ ଛୋଟ ପିଲା। ଆଉ ବେଧଡକ ଭାବେ ଚାଲିଛି, ପ୍ରଚାର ଗାଡି। ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଛୋଟ ପିଲାଙ୍କୁ ଗାଡିରେ ବସାଇ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି କି ନିର୍ବାଚନ କମିଶନର?

ଏଭଳି ପ୍ରଚାର ପ୍ରସାର ଲୋକଙ୍କ ସାମ୍ନାକୁ ଆଣିବାରେ ଅଷ୍ଟିନ ନ୍ୟୁଜ୍ ପ୍ରଥମ।ଏ ନେଇ ବଡଚଣା ନିର୍ବାଚନ କମିଶନରଙ୍କ ପଦକ୍ଷେପ କ’ଣ ରହୁଛି,ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.