୯ ଜିଲ୍ଲା କୁ ରେଡ୍ ଓ୍ୱାର୍ନିଙ୍ଗ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୨୬-୦୫-୨୦୨୧
ରାଜ୍ୟର ୯ ଟି ଜିଲ୍ଲା କୁ ଜାରି କରାଗଲା ରେଡ୍ ଓ୍ୱାର୍ନିଙ୍ଗ। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡା, ଯାଜପୁର, ଜଗତସିଂହପୁର, କଟକ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାକୁ ଜାରି କରାଯାଇଛି ରେଡ୍ ୱାର୍ନିଙ୍ଗ।
ଅଷ୍ଟିନ୍ ନ୍ୟୁଜ୍ ରେ!-->!-->!-->!-->!-->!-->!-->…
