ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୬-୦୫-୨୦୨୧
ରାଜ୍ୟର କେନ୍ଦ୍ରାପଡା ସମେତ ଉପକୂଳ ଚାରି ଜିଲ୍ଲା ବିଶେଷ କ୍ଷୟ ଖେତିହେବା ନେଇ ସତର୍କ ସୂଚନା ରହିଥିଲା l ମାତ୍ର 26 ତାରିଖ ଦିନ,ୟାସ,ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଗତିପଥ ବଦଳାଇ ରୁ କେନ୍ଦ୍ରାପଡା ବାସି ଆଶ୍ୱସ୍ତି ଅନୁଭବ କରିଛନ୍ତି l ହେଲେ ୭ ଗୋଟି ଉପକୂଳ ପଂଚାୟତବାସି ଙ୍କ ପାଇଁ ଦୁର୍ଦଶା ଛାଡ଼ିଯାଇଛି, ୟାସ, l କାହାର ଚାଳ ଛପର ଉଡିଯାଇଛି ତ କାହା ଘର ଉପର କୁ ଉପୁଡିପଡିଛି ଗଛ l ଖାଲୁଆ ସ୍ଥାନର ଝୁମ୍ପୁଡ଼ି ଘରେ ଥିବା ପରିବାରଲୋକେ ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ଥିବା ବେଳେ କେତକ ଙ୍କ ବାସସ୍ଥଳୀ ଉଜୁଡି ଯାଇଛି l.
ଉଚ୍ଚ ସାମୁଦ୍ରିକ ଜୁଆର ଚିଙ୍ଗୁଡ଼ି ଘେରି ଓ ମାଛ ପୋଖରୀ ରେ ପଶି ଯିବାରୁ ମସ୍ଚ୍ୟ ଜୀବି ମାନଙ୍କ ଜୀବିକା ପ୍ରଭାବିତ ହୋଇଛି l ଆହୁରି ମଧ୍ୟ ବ୍ଲକ ଅଂଚଳର ନଦୀ ତଟ ବନ୍ଧ ଭେଡା ମୁକୁଳା ଥିବାରୁ ଅଧିକାଂଶ ପଂଚାୟତ ର ଚାଷ ଜମି ରେ ଲୁଣା ପାଣି ମାଡି ଯିବାରୁ ଆଗାମୀ ଖରିଫ ଫସଲ ବିଶେଷ ପ୍ରଭାବିତ ହେବାନେଇ ଚାଷୀ ଆଶଙ୍କା କରନ୍ତି l
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
https://twitter.com/AustinNewsMedia

