କଟକ / ଅଷ୍ଟିନ୍ ନ୍ୟୁଜ

ତା-୨୬-୦୫-୨୦୨୧
ବାତ୍ୟା ୟାସ୍ କରାଳ ପ୍ରକୋପ ଦେଖାଇବା ପରେ ଖୋଲା ହେଲା ସୁନେଇ ଡ୍ୟାମ୍ ର ଗୋଟେ ଗେଟ। ଶିମିଳିପାଳ ରେ ପ୍ରବଳ ଲଗାଣ ବର୍ଷା ଯୋଗୁଁ ବଢ଼ିଥିବା ଜଳ ନିଷ୍କାସନ କରିବା ପାଇଁ ଗୋଟିଏ ଗେଟ୍ କୁ ଖୋଲା ଯାଇଛି।

ସୁନେଇ ଡ୍ୟାମ୍ ର ୫ ନମ୍ଵର୍ ଗେଟ ଖୋଲିବା ପରେ ନିଷ୍କାସିତ ହେଉଛି ୮୦୦ କ୍ୟୁସେକ୍ ଜଳ। ତେବେ ବାତ୍ୟା ପାଇଁ ବିଶେଷ କିଛି କ୍ଷତିଗ୍ରସ୍ତ ହୋଇ ନଥିଲେ ମଧ୍ୟ, ଅନେକ୍ ଜାଗାରେ ବହୁ ବଡ ବଡ ଗଛ, ଇଲେକ୍ଟ୍ରି ଖୁଣ୍ଟ ଇତ୍ହାଦି ଉପୁଡ଼ିପଡ଼ିବା ସହ ଗାଆଁ ଗାଆଁ ରେ ବର୍ଷା ପାଣି ଜମି ସହିଛି। ସରକାର ଙ୍କ ପକ୍ଷରୁ ବର୍ତ୍ତମାନ୍ ରାସ୍ତା ସଫା ଓ ଜଳ ନିଷ୍କାସନ କାର୍ଯ୍ୟ ଚାଲୁ ରହିଛି। କଲି ସକାଳ ସୁଦ୍ଧା ୮୦% ଜାଗାକୁ ବିଦ୍ୟୁତ ପ୍ରବାହ ସ୍ୱାଭାବିକ କରାଯିବ ବୋଲି ସରକାରଙ୍କ ତରଫରୁ ସୂଚନା ମିଳିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
