News portal website
before header

ବଢିଲା ଘରୋଇ ବିମାନ ସେବା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୯-୦୫-୨୦୨୧ ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ପହିଲାରୁ ଘରୋଇ ବିମାନ ଭଡା କମ୍ ସୀମାକୁ ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ…

ଜୁନ ୧ରୁ ପାଠପଢା ଆରମ୍ଭ, ସରକାରଙ୍କ ନିଷ୍ପତ୍ତି।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୯-୦୫-୨୦୨୧ ପାଠପଢ଼ା ଆରମ୍ଭ ହେବ। ୨୦୨୧ ଏପ୍ରିଲ ୧୬ ରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।କରୋନା…

ବ୍ରିଟେନରେ ଜନସନର ସିଙ୍ଗିଲ ସଟ୍ ଟିକାକୁ ମିଳାଲା ମଞ୍ଜୁରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୮-୦୫-୨୦୨୧ ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର ସିଙ୍ଗିଲ୍ ସଟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ବ୍ରିଟେନରେ କରୋନା ଟିକା…

ଟିକା ନେଲେ ମିଳିବ ୭ କୋଟି ଟଙ୍କା ‘ଲଟେରୀ’ !!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୮-୦୫-୨୦୨୧ କରୋନାର ଭୟାବହତା ଜାଣିବା ପରେ ମଧ୍ୟ ଏଭଳି ବି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ନିକଟରେ ଭାରତର ଉତ୍ତର ପ୍ରଦେଶରେ ଏକ ଡାକ୍ତରୀ ଦଳ ଟୀକାକରଣ ପାଇଁ ଏକ ଗାଁରେ ପହଞ୍ଚିବା…

ଓଡ଼ିଶାକୁ ୫୦୦ କୋଟି !!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୮-୦୫-୨୦୨୧ ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳେ ବାତ୍ୟା ଯାସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ପାଇଁ ଅତିରିକ୍ତ ୫୦୦କୋଟି…

ବିଭିନ୍ନ ରାଜ୍ୟର ୮୦୦ରୁ ଉର୍ଦ୍ଧ୍ବ କଏଦୀ କରୋନା ସଂକ୍ରମିତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୮-୦୫-୨୦୨୧ ବିଭିନ୍ନ ଜେଲରେ ଥିବା ୮୦୦ ରୁ ଅଧିକ କଏଦୀ ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇଛନ୍ତି ।ରାଜ୍ୟର ୩୩ଟି ଜେଲରେ ୮୧୬ ଜଣ କଏଦୀ କରୋନା ପଜିଟିଭ୍ ପରୀକ୍ଷା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୨୦ ଜଣ ସଂକ୍ରମଣରୁ…

ମେ ୩୧ରୁ ଦିଲ୍ଲୀରେ ପର୍ଯ୍ୟାୟକ୍ରମେ କରାଯିବ ଅନଲକ୍ ବ୍ୟବସ୍ଥା ..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୮-୦୫-୨୦୨୧ ଦିଲ୍ଲୀରେ ପର୍ଯ୍ୟାୟକ୍ରମେ କରାଯିବ ଅନଲକ୍ ବ୍ୟବସ୍ଥା । କରୋନା ମାମଲା ମାମଲା ହ୍ରାସ ପାଉଥିବାରୁ ଆସନ୍ତା ସୋମବାର ଅର୍ଥାତ୍ ମେ ୩୧ରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ବାବା ରାମଦେବ ଙ୍କୁ ୧୦୦୦ କୋଟି ଟଙ୍କାର ମାନହାନି ନୋଟିସ୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୨୮-୦୫-୨୦୨୧ ବାବା ରାମଦେବ ଏଲୋପାଥି ଔଷଧ ଓ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ବିରୋଧରେ ଦେଇଥିବା ଟିପ୍ପଣୀ କୁ ଭାରତୀୟ ଚିକିତ୍ସକ ସଂଘ ବା ଆଇ. ଏମ୍. ଏ . କଠୋର ବିରୋଧ କରିଛି। ଆଇ. ଏମ୍. ଏ ର ଉତ୍ତରଖଣ୍ଡ ଶାଖା ତରଫରୁ ରାମଦେବ ଙ୍କୁ…

ଓଡିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ

କଟକ/ ଅଷ୍ଟିନ୍ ନ୍ୟୁଜ ତା - ୨୮-୦୫-୨୦୨୧ ବାତ୍ୟା ୟସ୍ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ର ଆକଳନ କରିବା ପାଇଁ ଆଜି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସିଛନ୍ତି। ତାଙ୍କୁ ପାଛୋଟି ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଙ୍କ…

ଶହୀଦ ନଗର ପୂଜା ମଣ୍ଡପର ଦୁଇ ସଦସ୍ଯଙ୍କ ବିୟୋଗରେ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୫-୨୦୨୧ ଦୁର୍ଗା ପୂଜା ସମିତି ର ଦୁଇ ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଶ୍ରୀ ନିତ୍ୟାନନ୍ଦ ପାଲଟା ସିଂ ଓ ଶ୍ରୀ ମହେନ୍ଦ୍ର କୁମାର ନନ୍ଦ, ବିୟୋଗ ରେ ଗୁ ଗୁ ଲ ମିଟ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇ ଥିଲା, ଦୁଇ ବରିଷ୍ଠ ସଭ୍ୟ…