ଇଶ୍ରାଏଲରେ ବେନେଟ୍ ଶାସନ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୪-୦୬-୨୦୨୧
ଇସ୍ରାଏଲ୍ରେ ସରିଲା ନେତ୍ନ୍ୟାହୁଙ୍କ ଶାସନ । ୧୨ବର୍ଷର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଅନ୍ତ ହୋଇଛି । ଦେଶକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ନଫତାଲୀ ବେନେଟ୍ ହୋଇଛନ୍ତି ଦେଶରେ ନୂଆ ପ୍ରଧାନମନ୍ତ୍ରୀ । ୨୦୨୩ ପର୍ଯ୍ୟନ୍ତ!-->!-->!-->!-->!-->…
